ଓଡିଶା

odisha

ETV Bharat / sitara

କୋରୋନା କାଳରେ ବାନ୍ଦିପୁର ନ୍ୟାସନାଲ ପାର୍କ ପରିଦର୍ଶନ କଲେ ରାଜାମୌଲୀ - କୋରୋନା କାଳରେ ବାନ୍ଦିପୁର ନ୍ୟାସନାଲ ପାର୍କ ପରିଦର୍ଶନ କଲେ ରାଜାମୌଉଲି

ବୁଧବାର ବାହୁବଲୀ ନିର୍ଦ୍ଦେଶକ ରାଜାମୌଲୀ ତାଙ୍କ ପତ୍ନୀଙ୍କ ସହିତ ବାନ୍ଦିପୁର ନ୍ୟାସନାଲ ପାର୍କ ଏବଂ ହିମାବାଦ ଗୋପାଳସ୍ବାମୀ ହିଲ ପରିଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

Director of Baahubali Rajamouli visits Bandipur National Park and Himavad Gopalaswamy Hill
କୋରୋନା କାଳରେ ବାନ୍ଦିପୁର ନ୍ୟାସନାଲ ପାର୍କ ପରିଦର୍ଶନ କଲେ ରାଜାମୌଉଲି

By

Published : Sep 16, 2020, 7:50 PM IST

ବେଙ୍ଗାଲୁରୁ: ବୁଧବାର ବାହୁବଲୀ ନିର୍ଦ୍ଦେଶକ ରାଜାମୌଲୀ ତାଙ୍କ ପତ୍ନୀଙ୍କ ସହିତ ବାନ୍ଦିପୁର ନ୍ୟାସନାଲ ପାର୍କ ଏବଂ ହିମାବାଦ ଗୋପାଳସ୍ବାମୀ ହିଲ ପରିଦର୍ଶନ କରିଛନ୍ତି ।

କୋରୋନା କାଳରେ ବାନ୍ଦିପୁର ନ୍ୟାସନାଲ ପାର୍କ ପରିଦର୍ଶନ କଲେ ରାଜାମୌଉଲି

ମଙ୍ଗଳବାର ଏହି ଦମ୍ପତି ତାଲୁକର କାନିଆନପୁରମର ସେରାଇ ରିସର୍ଟରେ ରହିଥିଲେ । ବୁଧବାର ସକାଳେ ସେମାନେ ଗୋପାଳସ୍ବାମୀ ହିଲ ପରିଦର୍ଶନ କରି ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିଥିଲେ । ସେମାନଙ୍କ ସହିତ ଇମିଗ୍ରେସନ ଅଫିସର ନବୀନ କୁମାର ମଧ୍ୟ ଥିଲେ ।

କୋରୋନା କାଳରେ ବାନ୍ଦିପୁର ନ୍ୟାସନାଲ ପାର୍କ ପରିଦର୍ଶନ କଲେ ରାଜାମୌଉଲି

ଏହି ଅବସରରେ ନିର୍ଦ୍ଦେଶକ ରାଜାମୌଲୀ କହିଛନ୍ତି ଯେ, ଏହି ସ୍ଥାନର ପ୍ରକୃତି ବହୁତ ସୁନ୍ଦର । ଏହାକୁ ବହୁତ ଭଲ ଭାବରେ ରକ୍ଷଣାବେକ୍ଷଣ କରାଯାଇଥିବାରୁ ସେ ବନ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି ।

ଏହି ଖବର ପାଇ ପ୍ରଂଶସକମାନେ ତାଙ୍କୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ । ଏହି ସମୟରେ ପ୍ରଶଂସକମାନେ ନିର୍ଦ୍ଦେଶକଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ।

କୋରୋନା କାଳରେ ବାନ୍ଦିପୁର ନ୍ୟାସନାଲ ପାର୍କ ପରିଦର୍ଶନ କଲେ ରାଜାମୌଉଲି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details