ଓଡିଶା

odisha

ETV Bharat / sitara

'ଫ୍ୟାନ୍ ଆର୍ଟ ଫ୍ରାଇଡେ' ଫଟୋ ସେୟାର କଲେ ମସ୍ତାନୀ - deepika padukone takes to social media

ପ୍ରତି ଶୁକ୍ରବାର ଦିନ ଲକଡାଉନ୍ ସମୟରେ ଦୀପିକା ସୋସିଆଲ୍ ମିଡିଆ ରେ ଫ୍ୟାନ୍ ଙ୍କ ଦ୍ବାରା ନିର୍ମିତ ଏକ ଆକର୍ଷଣୀୟ ଆର୍ଟ ସେୟାର କରୁଛନ୍ତି । ୟାହାକୁ ନେଇ ଆଜି, ଦୀପିକା ତାଙ୍କ ଫ୍ୟାନ୍ସଙ୍କ ଦ୍ବାରା ନିର୍ମିତ ଏକ ଆର୍ଟକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଅଧିକ ପଢନ୍ତୁ...

deepika padukone takes to social media to share an impressive fanart friday post
'ଫ୍ୟାନ୍ ଆର୍ଟ ଫ୍ରାଇଡେ' ଫଟୋ ସେୟାର କଲେ ମସ୍ତାନୀ

By

Published : Sep 4, 2020, 8:52 PM IST

ନୂଆଦିଲ୍ଲୀ: ଦୀପିକା ପାଦୁକୋନ ବଲିଉଡର ଅନ୍ୟତମ ଦକ୍ଷ ଅଭିନେତ୍ରୀ । ଯିଏକି ବଲିଉଡ ଫିଲ୍ମରୁ ଆରମ୍ଭ କରି ହଲିଉଡ ଫିଲ୍ମ ପର୍ଯ୍ୟନ୍ତ ନିଜର ଚତ୍ମକାର ଅଭିନୟ ଦ୍ବାରା ଦର୍ଶକମାନଙ୍କ ହୃଦୟ ଜିତିଛନ୍ତି ।

ବର୍ତ୍ତମାନ ଦୀପିକା ସ୍ୱାମୀ ତଥା ଅଭିନେତା ରଣଭୀର ସିଂଙ୍କ ସହ ହୋମ-କ୍ବାରେଣ୍ଟାଇନରେ ଅଛନ୍ତି ।

କିନ୍ତୁ 'ପଦ୍ମାବତ' ଅଭିନେତ୍ରୀ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ଅଛନ୍ତି ।

ପ୍ରତି ଶୁକ୍ରବାର ଦିନ ଲକଡାଉନ୍ ସମୟରେ ଦୀପିକା ସୋସିଆଲ୍ ମିଡିଆ ରେ ପ୍ରଶଂସକ ଦ୍ବାରା ନିର୍ମିତ ଆକର୍ଷଣୀୟ ଆର୍ଟ ସେୟାର କରୁଛନ୍ତି ।

ଆଜି ଶୁକ୍ରବାର ଦିନ, ଦୀପିକା ତାଙ୍କ ଫ୍ୟାନ୍ସଙ୍କ ଦ୍ବାରା ନିର୍ମିତ ଏକ ଆର୍ଟକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯାହାକୁ ପ୍ରଂଶସକମାନେ ବହୁତ ପସନ୍ଦ କରିଛନ୍ତି ।

ଦୀପିକାଙ୍କୁ ଶେଷ ଥର ପାଇଁ ଫିଲ୍ମ 'ଛପାକ୍'ରେ ଦେଖିବାକୁ ମିଳିଥିଲା ।

ପରବର୍ତ୍ତୀ ସମୟରେ, ଦୀପିକା ରଣଭୀର ସିଂଙ୍କ ସହ ଫିଲ୍ମ '83' ରେ ନଜର ଆସିବେ । ଏହି ଫିଲ୍ମ1983 ରେ କ୍ରିକେଟ୍ ବିଶ୍ୱକପରେ ଭାରତର ବିଜୟର କାହାଣୀ ଅଟେ ।

For All Latest Updates

ABOUT THE AUTHOR

...view details