ମୁମ୍ବାଇ: ସୁଶାନ୍ତଙ୍କ ମାମଲାରେ ଡ୍ରଗ୍ସ ଲିଙ୍କରେ ପୂର୍ବରୁ ସାରା ଅଲ୍ଲୀ ଖାନ୍ ଓ ରକୁଲ ପ୍ରୀତଙ୍କ ନାଁ ଯୋଡି ହୋଇଥିବାବେଳେ ଏବେ ଆସିଛି ଦୀପିକା ପାଦୁକୋନଙ୍କ ନାମ। ଏହାପରେ ଇଣ୍ଟରନେଟରେ ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି ।
ଡ୍ରଗ୍ସ ଲିଙ୍କରେ ଟ୍ରୋଲ୍ ହେଲେ ଦୀପିକା ଯାହା ପରଠାରୁ ୟୁଜର୍ସମାନେ ଦୀପିକାଙ୍କୁ ଜଣେ ନିଶା ସେବକ କହି ସୋସିଆଲ ମିଡିଆରେ ଗାଳି ଦେଇଥିଲେ ।
ଜଣେ ୟୁଜର୍ସ ଲେଖିଛନ୍ତି, "D ଫର ଡିପ୍ରେସନ୍, D ଫର ଡ୍ରଗ୍ , D ଫର ଦୀପିକା" ।
ଅନ୍ୟ ଜଣେ ୟୁଜର୍ସ ଟୁଇଟ୍ କରି କହିଛନ୍ତି, "ବର୍ତ୍ତମାନ ଆମେ ଆପଣଙ୍କ ସୁସ୍ଥ ଶରୀର, ଏବଂ ଆପଣଙ୍କ କେଶର ରହସ୍ୟ ଜାଣିପାରିଲୁ। ଦୀପିକାଙ୍କ ହିଡେନ ହେଲଥ ସପ୍ଲିମେଣ୍ଟ । # ଡ୍ରଗ୍ ମାଫିଆ ଅଫ୍ ବଲିଉଡ, # ବଲିଉଡ୍ ଡ୍ରଗିଜ୍, # ବଲିଉଡ୍ କିଲ୍ଡଏସ୍ ଏସ୍ ଆର୍" ।
ଡ୍ରଗ୍ସ ଲିଙ୍କରେ ଟ୍ରୋଲ୍ ହେଲେ ଦୀପିକା ଜଣେ ତୃତୀୟ ୟୁଜର୍ସ ଲେଖିଛନ୍ତି, ଦୀପିକା ଶାନ୍ତ ରୁହ ଏବଂ ଡ୍ରଗ୍ସ ସେବନ କର।
ଜୁନ୍ 15 ସନ୍ଧ୍ୟାରେ ଦୀପିକା ଡିପ୍ରେସନ ବିଷୟରେ ଟୁଇଟ୍ କରିଥିଲେ, ଡିପ୍ରେସନ ହେଉଛି ଏକ ମାନସିକ ରୋଗ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ