ନୂଆଦିଲ୍ଲୀ: ଦେଶରେ କୋରୋନା ଭାଇରସ ଧୀରେ ଧୀରେ ବଢିବାରେ ଲାଗିଛି । ବହୁ ଚଳଚ୍ଚିତ୍ର ତାରକାମାନେ ମଧ୍ୟ କୋରୋନା ମହାମାରୀର ସମ୍ମୁଖୀନ ହେଉଛନ୍ତି । ଏବେ ଫେମସ ଗାୟିକା ରଶ୍ମିତ କୌର କୋରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି । ସେ ନିଜେ କୋରୋନା ସଂକ୍ରମିତ ହେବା ବିଷୟରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।
ନିକଟରେ, ରଶ୍ମିତ ରୁହି ଫିଲ୍ମ ସୁପର ହିଟ୍ ‘ନଦିଓ୍ବୋ ପାର’ ଗୀତ ଗାଇ ବେଶ ଚର୍ଚ୍ଚାରେ ଥିଲେ ।