ଓଡିଶା

odisha

ETV Bharat / sitara

କାରର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ରାପ୍‌ର ବାଦଶାହ - ରାପର ବାଦଶାହଙ୍କ କାର ଦୁର୍ଘଟଣା

ସୋମବାର ସକାଳେ ଅଧିକ କୁହୁଡି ପାଇଁ ଲୋକପ୍ରିୟ ରାପ୍‌ର ବାଦଶାହ କାର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ନିକଟରେ ବିଶିଷ୍ଟ ଅଭିନେତ୍ରୀ ଶବାନା ଆଜମୀଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

bollywood rapper badshah
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବାଦଶାହ

By

Published : Feb 3, 2020, 6:40 PM IST

ଚଣ୍ଡିଗଡ: ସରହିନ୍ଦ ହାଇୱେ ନିକଟରେ ସୋମବାର ସଡକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଫେମସ ରାପ୍‌ର ବାଦଶାହ । ତାଙ୍କ କାରର ଏୟାର ବ୍ୟାଗ ଖୋଲିଯିବାରୁ ସେ ବର୍ତ୍ତି ଯାଇଛନ୍ତି । ସକାଳେ ଅଧିକ କୁହୁଡି ଥିବା ଯୋଗୁ ତାଙ୍କ କାରର ଦୁର୍ଘଟଣାର ଶିକାର ହୋଇଥିଲା ।

ABOUT THE AUTHOR

...view details