ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅଲାୟା ଏଫ୍ ତାଙ୍କ ନୂଆ ସୋସିଆଲ ମିଡିଆ ପୋଷ୍ଟରେ ଉବର୍-ସ୍ଲିମ୍ ପୋଜରେ ନଜର ଆସିଛନ୍ତି । ଏହି ପୋଷ୍ଟ ମାଧ୍ୟମରେ ଅଭିନେତ୍ରୀ ତାଙ୍କ ପ୍ରଶଂସକଙ୍କୁ ପୋଜ ଦେବା ପାଇଁ ଭଲ ଟିପ୍ସ ମଧ୍ୟ ସେୟାର କରିଛନ୍ତି ।
ଫଟୋରେ ଅଲାୟା ସ୍ଲିମ୍ ଦେଖାଯାଉଛନ୍ତି । ଏହାର କ୍ୟାପସନରେ ଅଲାୟା ଲେଖିଛନ୍ତି, ହଁ, ହଁ, ମୁଁ ମୋର ନିଶ୍ବାସକୁ ପେଟ ଭିତରକୁ ଟାଣି ରଖିଥିଲି ।