ଓଡିଶା

odisha

ETV Bharat / sitara

ବଲିଉଡରେ ଓଡ଼ିଆ ସଂଗୀତ ନିର୍ଦେଶକ ପ୍ରେମ ଆନନ୍ଦ

ଓଡିଆର ପପୁଲାର ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏବେ ବଲିଉଡରେ ଦେଇଛନ୍ତି ପାଦ । ଫିଲ୍ମ ‘ଲଭ ୟୁ ଟନ୍’ର ଗୀତ କମ୍ପୋଜ କରିଛନ୍ତି ପ୍ରେମ ଆନନ୍ଦ ।

By

Published : Jul 12, 2019, 6:48 AM IST

ଫଟୋ ସୌଜନ୍ୟ: ସୋସିଆଳ ମିଡିଆ

ଭୁବନେଶ୍ବର: ଓଡ଼ିଆ ସିନେଜଗତର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏବେ ବଲିଉଡରେ ଏଣ୍ଟ୍ରି କରିଛନ୍ତି । ‘ଲଭ ୟୁ ଟନ’ ନାମକ ଏକ ହିନ୍ଦୀ ଫିଲ୍ମର ଦୁଇଟି ଗୀତକୁ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମଟି ଅଗଷ୍ଟରେ ରିଲିଜ ହେବ ବୋଲି ଜଣାପଡିଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଦୁଇଟି ଗୀତ ରୋମାଣ୍ଟିକ ହୋଇଥିବା ବେଳେ ଗୀତକୁ ଗାଇଛନ୍ତି ଗାୟକ ମୋହିତ ଚୌହାନ ଓ ଗାୟିକା ଅଦିତି ପୌଲ। ସୂଚନାଯୋଗ୍ୟ, ପ୍ରେମ ଆନନ୍ଦ ବର୍ତ୍ତମାନ ସୁଦ୍ଧା 64ଟି ଓଡ଼ିଆ ଫିଲ୍ମ ପାଇଁ ମ୍ୟୁଜିକ କମ୍ପୋଜ କାରିସାରିଛନ୍ତି ।

ଭୁବନେଶ୍ବରରୁ ସତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details