ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ସୂଚନା ପ୍ରଯୁକ୍ତି ଓ ଶିଳ୍ପ ମନ୍ତ୍ରୀ (minister of IT and Industry) ମେକାପତି ଗୌତମ ରେଡ୍ଡୀଙ୍କ ପରଲୋକ । ଆଜି ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ମୃତ୍ୟୁ ବେଳକୁ ତାଙ୍କ 49 ବର୍ଷ ବୟସ ହୋଇଥିଲା। ପ୍ରି-ରିଲିଜ୍ ଇଭେଣ୍ଟ ସମୟରେ ଟ୍ରେଲରଟି ରାତି 8.10 ରେ ରିଲିଜ୍ ହୋଇଥାନ୍ତା । କିନ୍ତୁ, ପ୍ରି-ରିଲିଜ୍ ଇଭେଣ୍ଟର ସ୍ଥଗିତା ଯୋଗୁଁ ପବନଙ୍କ ପ୍ରଶଂସକଙ୍କୁ ନିରାଶ କରିଛି, ଯାହାର ଫିଲ୍ମର ଟ୍ରେଲର ରିଲିଜ୍ ଉପରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟତା ନାହିଁ।
ଏହା ବି ପଢନ୍ତୁ: ହୃଦଘାତରେ ଆନ୍ଧ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ମେକାପତି ଗୌତମ ରେଡ୍ଡୀଙ୍କ ଦେହାନ୍ତ