ମୁମ୍ବାଇ: ‘ଗେନ୍ଦା ଫୁଲ’ ପରେ ଫେମସ ରାପର ବାଦଶାହ ଓ ପାୟଲ ଦେବଙ୍କ ଯୋଡି ପୁଣି ଥରେ ଫେରିଛନ୍ତି। ଉଭୟଙ୍କ ନୂଆ ମ୍ୟୁଜିକ ଭିଡିଓ ‘ଟକ୍ସିକ’ ରିଲି ହୋଇଯାଇଛି। ଯେଉଁଥିରେ ଟେଲି ଜଗତର ଫେମସ ଯୋଡି ତଥା ପତି-ପତ୍ନୀ ରବି ଦୁବେ ଏବଂ ସରଗୁନ ମେହେଟ୍ଟା ନଜର ଆସୁଛନ୍ତି। ଏହି ମ୍ୟୁଜିକ ଭିଡିଓଟି ପ୍ରେମ ଏବଂ ପରେ ପ୍ରତାରଣା,ଘୃଣା କାହାଣୀକୁ ନେଇ ଆଧାରିତ।
ନୂଆ ମ୍ୟୁଜିକ ଭିଡିଓ ନେଇ ଫେରିଲେ ‘ଗେନ୍ଦା ଫୁଲ’ ସିଙ୍ଗର - ଫେମସ ରାପର ବାଦଶାହ ଓ ପାୟଲ ଦେବଙ୍କ ନୂଆ ଗୀତ
ରିଲିଜ ହେଲା ନୂଆ ମ୍ୟୁଜିକାଲ ଭିଡିଓ ‘ଟକ୍ସିକ’। ଏହି ଶାନଦାର ଗୀତକୁ ଗାଉଛନ୍ତି ବାଦଶାହ ଓ ପାୟଲ । ଅଧିକ ପଢନ୍ତୁ...
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବାଦଶାହ
ଗୀତଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭଲ ପ୍ରତିକ୍ରିୟା ସାଉଁଟିବାରେ ଲାଗିଛି । ପ୍ରଶଂସକମାନେ ରବି ସରଗୁଣଙ୍କ ଯୋଡିକୁ ମଧ୍ୟ ଖୁବ୍ ପସନ୍ଦ କରୁଛନ୍ତି। ରବି- ସରଗୁନ ନିଜ ଘରେ ଏହି ଗୀତର ସୁଟିଂ କରିଛନ୍ତି। ଦେଖନ୍ତୁ ଭିଡିଓ...