ମୁମ୍ବାଇ: ଫେମସ ଆକ୍ଟର ଆୟୁଷ୍ମାନ ଖୁରାନାଙ୍କ ପତ୍ନୀ ଓ ରାଇଟର ତାହିରା କଶ୍ୟପ ସୋସିଆଲ ମିଡିଆ ସବୁବେଳେ ଆକ୍ଟିଭ ନଜର ଆସନ୍ତି । ଆଉ ସବୁବେଳେ ସେ ନିଜ ପୋଷ୍ଟକୁ ନେଇ ଚର୍ଚ୍ଚାରେ ରୁହନ୍ତି । ଏଥର ମଧ୍ୟ ଏମିତି କିଛି ଦେଖିବାକୁ ମିଳୁଛି । ହେଲେ ଏଥର ସେ ନିଜ ନୂଆ ହେୟାର ଷ୍ଟାଇଲ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।
କଥାଟି ହେଲା ହେଲା ଯେ ସେ ନିଜ ଇନଷ୍ଟାଗ୍ରାମରେ ଏକ ମଜାଦାର ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ନିଜ ନୂଆ ହେୟାର ଷ୍ଟାଇଲରେ ସେ ନଜର ଆସିବେ ।