ଓଡିଶା

odisha

ETV Bharat / sitara

ଅର୍ଜୁନ କପୁର କୋରୋନା ସଂକ୍ରମିତ

ଅଭିନେତା ଅର୍ଜୁନ କପୁରଙ୍କ କୋରୋନା ପଜିଟିଭ ବୋଲି ଜଣାପଡିଛି । ସେ ନିଜେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଏ ବିଷୟରେ ସୂଚନା ଦେଇଛନ୍ତି । ଅର୍ଜୁନ ଏବେ ହୋମ ଆଇସୋଲେସନରେ ଅଛନ୍ତି । ଅଧିକ ପଢନ୍ତୁ...

arjun kapoor tested covid 19 positive
ଅର୍ଜୁନ କପୁର କରୋନା ସଂକ୍ରମିତ

By

Published : Sep 6, 2020, 3:52 PM IST

ମୁମ୍ବାଇ: ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ କୋରୋନା ପଜିଟିଭ ବୋଲି ଜଣାପଡିଛି । ସେ ଏହି ସୂଚନା ତାଙ୍କ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଅର୍ଜୁନ ପୋଷ୍ଟରେ ଲେଖିଛନ୍ତି, ମୁଁ ମୋର କରୋନା ଟେଷ୍ଟ କରିଛି ଏବଂ ମୋର ରିପୋର୍ଟ ପଜିଟିଭ ବାହାରିଛି । ଅର୍ଜୁନ ଏବେ ହୋମ ଆଇସୋଲେସନରେ ଅଛନ୍ତି । ତୁମମାନଙ୍କର ସମର୍ଥନ ପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି । ମୁଁ ତୁମକୁ ମୋର ସ୍ବାସ୍ଥ୍ୟ ଅପଡେଟ୍ ଦେବି ।

ଅର୍ଜୁନଙ୍କ ଏହି ପୋଷ୍ଟ ପରେ ତାଙ୍କ ପ୍ରଶଂସକମାନେ ତାଙ୍କ ସ୍ବାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details