ଓଡିଶା

odisha

ETV Bharat / sitara

ଲାଟେଷ୍ଟ ସେଲଫି ସେୟାର କଲେ ଅର୍ଜୁନ

ନିକଟରେ, ଅର୍ଜୁନ ତାଙ୍କର ଏକ ଲାଟେଷ୍ଟ ସେଲଫି ଫଟୋ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରଛନ୍ତି । ଫଟୋରେ ସେ ଚଷମା ପିନ୍ଧିଥିବାର ଦେଖିବାକୁ ମିଳିଛି । ଏହି ଫଟୋରେ ଅର୍ଜୁନ ବହୁତ ହ୍ୟାଣ୍ତସମ୍ ଦେଖାଯାଉଛନ୍ତି । ଅଧିକ ପଢନ୍ତୁ...

By

Published : Jul 28, 2020, 10:05 PM IST

Arjun Kapoor shares his latest pic on social media
ଲାଟେଷ୍ଟ ସେଲଫି ଫଟୋ ସେୟାର କଲେ ଅର୍ଜୁନ

ନୂଆଦିଲ୍ଲୀ: ଅଭିନେତା ଅର୍ଜୁନ କପୁର ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ଅଛନ୍ତି । ଏହି ସମୟରେ ଅର୍ଜୁନ ସୋସିଆଲ ମିଡିଆରେ ଫଟୋ ସହିତ ଇଟ୍ରେଷ୍ଟିଂ କ୍ୟାପସନ୍ ଦେଉଛନ୍ତି ।

ନିକଟରେ, ଅର୍ଜୁନ ତାଙ୍କର ଏକ ଲାଟେଷ୍ଟ ସେଲଫି ଫଟୋ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରଛନ୍ତି । ଫଟୋରେ ସେ ଚଷମା ପିନ୍ଧିଥିବାର ଦେଖିବାକୁ ମିଳିଛି । ଏହି ଫଟୋରେ ଅର୍ଜୁନ ବହୁତ ହ୍ୟାଣ୍ତସମ୍ ଦେଖାଯାଉଛନ୍ତି ।

ଫଟୋର କ୍ୟାପସନରେ ଅର୍ଜୁନ ଲେଖିଛନ୍ତି, ଆଗାମୀ ଦିନ ପାଇଁ ଆମେ ପ୍ରାର୍ଥନା କରୁଛି । ସବୁ କିଛି ଠିକ ହୋଇଯିବ । ଗୋଟିଏ କଥା ସ୍ପଷ୍ଟ ଯେ, ଆମକୁ ଏଦି ଦୁନିଆରେ ବଞ୍ଚିବାକୁ ହେଲେ ବାସ୍ତବତାକୁ ଗ୍ରହଣ କରିବାକୁ ପଡିବ । ଆମକୁ ଆଗକୁ ବଢିବାକୁ ହେବ । ଏହାଦ୍ବାରା ଆମେ ଆମର ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବା ।

ଏହାପୂର୍ବରୁ ଅର୍ଜୁନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଥିଲେ । ଯେଉଁଠି ଆମ ସମସ୍ତଙ୍କୁ ପୁଣିଥରେ ନିଜ ଜୀବନକୁ ପରିବର୍ତ୍ତନର ଧାରା ସହ ପୁଣି ଆରମ୍ଭ କରିବାକୁ ପଡିବ ବୋଲି ସେ କହିଥିଲେ ।

ପରବର୍ତ୍ତୀ ସମୟରେ,ଅର୍ଜୁନ ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କ ସହିତ ଏକ ଫିଲ୍ମରେ ନଜର ଆସିବେ ।

ABOUT THE AUTHOR

...view details