ମୁମ୍ବାଇ:ମାର୍ଚ୍ଚ 6ରେ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ସହ ଫିଲ୍ମ "ଦୁବାରା"ର ସୁଟିଂ ଆରମ୍ଭ କରିଥିବା ଘୋଷଣା ଇନଷ୍ଟାଗ୍ରାମରେ କରିଛନ୍ତି ।
ରେଡ୍ ପରେ ତାପସୀଙ୍କ ସହ ଫିଲ୍ମର ସୁଟିଂ ଆରମ୍ଭ କଲେ ଅନୁରାଗ - ପୁଣି ତାପସୀଙ୍କ ସହ ଫିଲ୍ମର ସୁଟିଂ ଆରମ୍ଭ କଲେ ଅନୁରାଗ
ମାର୍ଚ୍ଚ 6ରେ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପ ତାପସୀ ପନ୍ନୁଙ୍କ ସହ ଫିଲ୍ମ "ଦୁବାରା" ର ସୁଟିଂ ଆରମ୍ଭ କରିଥିବା ଘୋଷଣା ଇନଷ୍ଟାଗ୍ରାମରେ କରିଛନ୍ତି । ଅଧିକ ପଢନ୍ତୁ...
![ରେଡ୍ ପରେ ତାପସୀଙ୍କ ସହ ଫିଲ୍ମର ସୁଟିଂ ଆରମ୍ଭ କଲେ ଅନୁରାଗ Anurag Kashyap has a message for the haters](https://etvbharatimages.akamaized.net/etvbharat/prod-images/768-512-06:06:58:1615034218-4ecf6dfcd02e9ea9af5647716057e360-0603a-1615034160-42.jpg)
ପୁଣି ତାପସୀଙ୍କ ସହ ଫିଲ୍ମର ସୁଟିଂ ଆରମ୍ଭ କଲେ ଅନୁରାଗ
ମାର୍ଚ୍ଚ 3 ରେ ଆୟକର ବିଭାଗ ତାପସୀ ପନ୍ନୁ ଏବଂ ଅନୁରାଗ କାଶ୍ୟପ ଏବଂ ସେମାନଙ୍କ ସହଯୋଗୀଙ୍କ ଘର ଉପରେ ଚଢାଉ କରିଥିଲା । ଟିକସ୍ ଫାଙ୍କିବା ଅଭିଯୋଗରେ ଚଢାଉ କରାଯାଇଥିଲା ।
ଏବେ ଫିଲ୍ମ ନିର୍ମାତା ପନ୍ନୁଙ୍କ ସହ ଏକ ଫଟୋ ସେୟାର କରି କହିଛନ୍ତି ଯେ ସେ ତାଙ୍କର ଦ୍ବିତୀୟ ପ୍ରୋଜେକ୍ଟରେ କାମ ଆରମ୍ଭ କରିଛନ୍ତି । ଏଥିସହିତ ଅନୁରାଗ କହିଛନ୍ତି, ଯେଉଁମାନେ ଆମକୁ ଘୃଣା କରନ୍ତି ସେମାନଙ୍କୁ ଆମ ତରଫରୁ ଭଲପାଇବା " ।