ଓଡିଶା

odisha

By

Published : Aug 28, 2019, 12:45 PM IST

ETV Bharat / sitara

ଜଳସଙ୍କଟ ନେଇ ଚିନ୍ତିତ ଅମିତାଭ

‘ମିଶନ ପାନି’ର ପ୍ରମୋଶନ ସମୟରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀଙ୍କ ଉପସ୍ଥିତିରେ ଜଳସଙ୍କଟ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଅମିତାଭ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/amitabhbachchan

ହାଇଦ୍ରାବାଦ: ମହାନାୟକ ଅମିତାଭ ବଚ୍ଚନ ଜଳସଙ୍କଟ ଉପରେ ନିଜ ମତ ରଖିବା ସହ ଲୋକଙ୍କୁ ସଚେତନ କରିଛନ୍ତି । ଜଳସଙ୍କଟ ଏକ ଜଟିଳ ସମସ୍ୟା ଓ ଏନେଇ ସମସ୍ତଙ୍କୁ ଧ୍ୟାନ ଦେବା ଜରୁରୀ ବୋଲି କହିଛନ୍ତି ।

ସେ ଏନେଇ ଚିନ୍ତା କରିବା ଆରମ୍ଭ କରିଦେବା ଜରୁରୀ ବୋଲି କହିଥିଲେ ଏହାସହ ନିଜ ପରିବାର ଲୋକଙ୍କୁ ମଧ୍ୟ ସଚେତନ କରିବା ଆବଶ୍ୟକ ବୋଲି କହିଥିଲେ । ‘ମିଶନ ପାନି’ର ଶୁଭାରମ୍ଭ କରିବା ସମୟରେ ନିତିନ ଗଡକରୀଙ୍କ ସାମ୍ନାରେ ଏହି କଥା କହିଛନ୍ତି ଅମିତାଭ । ‘ମିଶନପାନି’ ଏକ ଆହ୍ବାନ ଓ ଲୋକଙ୍କୁ ଶିକ୍ଷିତ କରିବା ପାଇଁ ଏକ ପ୍ରୟାସ ।

ABOUT THE AUTHOR

...view details