ଓଡିଶା

odisha

By

Published : Mar 1, 2021, 11:47 AM IST

ETV Bharat / sitara

ବିଲେଇ ସହ ଖେଳିବାରେ ବ୍ୟସ୍ତ ଆଲିୟା

ଭାଇରାଲ ହେଲା ଆଲିୟାଙ୍କ ନୂଆ ଫଟୋ । ସନବାଥ ନେବା ସହ ବିଲେଇ ସହିତ ମସ୍ତି କଲେ ଅଭିନେତ୍ରୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଟ୍ବିଟର@ଆଲିୟା ଭଟ୍ଟ
ଫଟୋ ସୌଜନ୍ୟ: ଟ୍ବିଟର@ଆଲିୟା ଭଟ୍ଟ

ମୁମ୍ବାଇ: ଆଲିୟା ଭଟ୍ଟ ଫିଲ୍ମ ବ୍ୟତୀତ ସୋସିଆଲ ମିଡିଆରେ ମଧ୍ୟ ଖୁବ୍ ଆକ୍ଟିଭ ରୁହନ୍ତି । ସେ ସମୟ ପାଇବା ମାତ୍ରେ ସୋସିଆଲ ମିଡିଆରେ କିଛି ନାଁ କିଛି ପୋଷ୍ଟ କରିଦିଅନ୍ତି । ଆଉ ଏଥର ସଣ୍ଡେରେ ଦେଖିବାକୁ ମିଳିଥିଲା ତାଙ୍କ ମସ୍ତିଭରା ଅନ୍ଦାଜ । ସନବାଥ ନେବା ସହ ନିଜ ପୋଷା ବୁଲେଇ ସହ ଖୁବ୍ ଏନଜୟ କରିଥିଲେ ଦିନକୁ । ଯାହାର ଫଟୋ ପୋଷ୍ଟ କରିଥିଲେ ସେ ।

ଫଟୋ ସୌଜନ୍ୟ: ଟ୍ବିଟର@ଆଲିୟା ଭଟ୍ଟ

ଟ୍ବିଟରରେ ଫଟୋ ପୋଷ୍ଟ କରି ଲେଖିଥିଲେ, ‘ଏଟରନାଲ ।’ ତାଙ୍କ ଏହି କ୍ୟୁଟ ଅନ୍ଦାଜ ଦେଖି ପୁଣି ଦିୱାନା ଫ୍ୟାନ୍ସ । ଫଟୋରେ କମେଣ୍ଟ କରି ତାଙ୍କୁ ସନସାଇନ କହିଛନ୍ତି ଅନେକ ଫ୍ୟାନ୍ସ । ଦେଖନ୍ତୁ ଫଟୋ...

ପ୍ରକାଶ ଥାଉକି ଆଲିୟାଙ୍କ ଚର୍ଚ୍ଚିତ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ଯେଉଁଥିରେ ତାଙ୍କ ଦମଦାର ଭୂମିକା ଦେଖିବାକୁ ମିଳିବ । ନିକଟରେ ରିଲିଜ ହୋଇଥିଲା ଫିଲ୍ମର ଟିଜର । ଆଉ ଶାନଦାର ଅଭିନୟ କରିଥିଲେ ଆଲିୟା । ଏଯାବତ ପ୍ରଶଂସାରେ ଲାଗିଛନ୍ତି ଫ୍ୟାନ୍ସ ।

ABOUT THE AUTHOR

...view details