ମୁମ୍ବାଇ: ସାରା ଦେଶରେ କରୋନାଭାଇରସ ହଇଚଇ ସୃଷ୍ଟି କରିଦେଇଥିବା ବେଳେ ଏହି ସମୟରେ ମୁମ୍ବାଇରେ ଆଉ ଏକ ବଡ ସଂଙ୍କଟ ବାତ୍ୟା ନିସର୍ଗ 120 କିଲୋମିଟର ବେଗରେ ମାଡ ହୋଇଛି । ଏହାର ପ୍ରଭାବରେ ମୁମ୍ବାଇରେ ଲଗାତାର ବର୍ଷା ହେଉଛି ।
ଏହି ସମୟରେ ବଲିଉଡ ଅଭିନେତା ଅକ୍ଷୟ କୁମାର ଏକ ଭିଡିଓ ସେୟାର କରି ସମସ୍ତଙ୍କୁ ଘରେ ରହିବାକୁ ଏବଂ ବିଏମସି ନିୟମ ପାଳନ କରିବାକୁ କହିଛନ୍ତି ।