ମୁମ୍ବାଇ: ବଲିଉଡର ସେକ୍ସୀ ଅଭିନେତ୍ରୀ ତଥା ଫିଟନେସ୍ ଆଇକନ ଶିଳ୍ପା ସେଟ୍ଟୀଙ୍କ ସେକ୍ସି ଅନ୍ଦାଜରେ ସବୁବେଳେ ଦିୱାନା ହୁଅନ୍ତି ଫ୍ୟାନ୍ସ । ସେ ଯାହା ବି ସେୟାର କରନ୍ତି, ତାହା ସଙ୍ଗେ ସଙ୍ଗେ ଭାଇରାଲ ହୋଇଯାଏ । ଏଥର ମଧ୍ୟ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ଦେଖି ଫ୍ୟାନ୍ସଙ୍କ ହୋସ୍ ଉଡିଯାଇଛି । କାରଣ ବ୍ଲାକ ଶାଢୀରେ ଦେଖିବାକୁ ମିଳୁଛି ତାଙ୍କ ଜଲୱା ।
ବ୍ଲାକ ଶାଢୀରେ ସମସ୍ତଙ୍କ ହୋସ୍ ଉଡାଇଲେ ଶିଳ୍ପା - ଫ୍ୟାନ୍ସଙ୍କ ହୋସ୍ ଉଡାଇଲେ ଶିଳ୍ପା ସେଟ୍ଟୀ
ଭାଇରାଲ ହେଲା ଶିଳ୍ପାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ । ବ୍ଲାକ ଶାଢୀରେ ଆସିଲେ ନଜର । ଅଧିକ ପଢନ୍ତୁ...

ବ୍ଲାକଙ୍କ ଶାଢୀରେ ସମସ୍ତଙ୍କ ହୋସ୍ ଉଡାଇଲେ ଶିଳ୍ପା
କଥାଟି ହେଲା ଯେ ଇନଷ୍ଟାଗ୍ରାମରେ ସେ ନିଜର ଏହି ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ଯଦି ଏହା ବ୍ଲାକ ନୁହେଁ ତେବେ ଏଥିରେ ମିଶାଇ ଦିଅ ।’ ସେପଟେ ତାଙ୍କ ଏହି ଫଟୋ ଦେଖି ପ୍ରଶଂସା କରିବାରେ ଲାଗିଛନ୍ତି ଫ୍ୟାନ୍ସ ।
ଯଦି ତାଙ୍କ କାମ ବିଷୟରେ କଥା ହେବା ତାହାଲେ ସେ ଖୁବଶୀଘ୍ର ବଲିଉଡକୁ ବ୍ୟାକ କରିବାକୁ ଯାଉଛନ୍ତି । କମେଡି ଡ୍ରାମା ଫିଲ୍ମ @ହାଙ୍ଗାମା 2’ରେ ନଜର ଆସିବେ । ଏହାବ୍ୟତୀତ ସେ ଡାନ୍ସ ରିୟାଲିଟି ଶୋ ‘ସୁପର ଡାନ୍ସର 4’ରେ ଜଜ୍ ଭୂମିକାରେ ଦେଖାଯାଉଛନ୍ତି ।