ମୁମ୍ବାଇ: ବଲିଉଡର ଫେମସ ବେଲି ଡାନ୍ସର ନୋରା ଫତେହୀଙ୍କ ନୂଆ ଗୀତ ‘ନାଚ ମେରି ରାନୀ’ ବର୍ତ୍ତମାନ ସୋସିଆଲ ମିଡିଆରେ ଛାଇ ଯାଇଛି । ନିକଟରେ ରିଲିଜ ହୋଇଥିଲା ଏହି ମ୍ୟୁଜିକ ଭିଜିଓ । ଗୀତରେ ନୋରାଙ୍କ ସହ ଫେମସ ସିଙ୍ଗର ଗୁରୁ ରାନ୍ଧୱାଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳୁଛି ।
ଚର୍ଚ୍ଚାରେ ନୋରାଙ୍କ ଡାନ୍ସ ଭିଡିଓ - ନୋରା ଫତେହୀଙ୍କ ନୂଆ ମ୍ୟୁଜିକ ଭିଡିଓ
ରିୟାଲିଟି ଶୋ ‘ଇଣ୍ଡିଆଜ ବେଷ୍ଟ ଡାନ୍ସର’ ଶୋରେ ନଜର ଆସିଲେ ନୋରା । ନିଜ ଗୀତରେ ନଚାଇଲେ ଶୋର ଜଜଙ୍କୁ । ଅଧିକ ପଢନ୍ତୁ...
![ଚର୍ଚ୍ଚାରେ ନୋରାଙ୍କ ଡାନ୍ସ ଭିଡିଓ ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନୋରା ଫତେହୀ](https://etvbharatimages.akamaized.net/etvbharat/prod-images/768-512-9262321-thumbnail-3x2-nora.jpeg)
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନୋରା ଫତେହୀ
ଇତିମଧ୍ୟରେ ନୋରାଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ‘ନାଚ ମେରି ରାନୀ’ ଗୀତରେ ଡାନ୍ସ କରୁଥିବାର ଦେଖା ଯାଉଛନ୍ତି।
ନୋରା ରିୟାଲିଟି ଶୋ ‘ଇଣ୍ଡିଆଜ ବେଷ୍ଟ ଡାନ୍ସର’ରେ ଅତିଥି ରୂପେ ସାମିଲ ହୋଇଛନ୍ତି । ଆଉ ଶୋର ଜଜ ତଥା କୋରିଓଗ୍ରାଫର ଗୀତ କପୁର ଓ ମଲାଇକା ଅରୋରା ସହ ମିଶି ଷ୍ଟେଜ ଉପରେ ଦେଖାଇଛନ୍ତି ନିଜ ଜଲୱା । ଦେଖନ୍ତୁ ଭିଡିଓ...