ମୁମ୍ବାଇ: ସବୁବେଳେ ନିଜ କ୍ୟୁଟ ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହୁଥିବା ଆଲିୟା ଭଟ୍ଟଙ୍କ ପିଲାବେଳ ଫଟୋ ବର୍ତ୍ତମାନ ଫ୍ୟାନ୍ସଙ୍କୁ ଦିୱାନା କରୁଛି । ପିଲାବେଳେ ମଧ୍ୟ ସେ ଆହୁରି ଅଧିକ କ୍ୟୁଟ ଥିଲେ । ଏକଥା ଆମେ କହୁନାହୁଁ ଭାଇରାଲ ହେଉଥିବା ଫଟୋରେ ଦେଖିବାକୁ ମିଳୁଛି ବେବି ଆଲିୟାଙ୍କ କ୍ୟୁଟନେସ୍ ।
ବେବି ଆଲିୟାଙ୍କ କ୍ୟୁଟ ଅନ୍ଦାଜ, ଭାଇରାଲ ଫଟୋ - ଆଲିୟା ଭଟ୍ଟଙ୍କ ନୂଆ ଭିଡିଓ
ପୁଣି ଦେଖିବାକୁ ମିଳିଲା ଆଲିୟାଙ୍କ ଜଲୱା । ଏଥର ବେବି ଆଲିୟାଙ୍କ ଭାଇରାଲ ହେଉଛି ଫଟୋ । ଅଧିକ ପଢନ୍ତୁ...
ବେବି ଆଲିୟାଙ୍କ କ୍ୟୁଟ ଅନ୍ଦାଜ, ଭାଇରାଲ ଫଟୋ
ଯାହାକୁ ଇନଷ୍ଟାଗ୍ରାମରେ ସେୟାର କରି ସେ କ୍ୟାପସନରେ ଲେଖିଥଛନ୍ତି, ‘କିଛି ପ୍ରଭାବ ପଡୁନାହିଁ ଆମେ ଯାହା କରୁଛେ।’ ସେହିପରି ଫଟୋରେ ଦେଖିବାକୁ ମିଳୁଛି ପିଲା ବେଳେ ସ୍ବିଇମିଂ ଟ୍ରେନିଂ ନେଉଥିଲେ ଆଲିୟା । ସେହିପରି ସେ ଏହାସହ ନିଜର ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ସମୁଦ୍ର କୂଳରେ ମସ୍ତି କରୁଥିବାର ଆସୁଛନ୍ତି ନଜର । ଦେଖନ୍ତୁ ଭିଡିଓ...
ପ୍ରକାଶ ଥାଉକି ଆଲିୟା ଖୁବଶୀଘ୍ର ସଞ୍ଜୟ ଲୀଲା ଭଂସାଲୀଙ୍କ ଆଗାମୀ ଫିଲ୍ମ ‘ଗଙ୍ଗୁବାଇ କାଥିୱାଆଡି’ରେ ନଜର ଆସିବେ । ବାସ୍ତବ କାହାଣୀକୁ ନେଇ ଆଧାରି ଏହି ଫିଲ୍ମ ।