ଡେରାଡୁନ୍: ଦେଶରରେ କୋରୋନା ସଂକ୍ରମଣର ବୃଦ୍ଧି ପାଉଥିବା ବେଳେ ଉତ୍ତରାଖଣ୍ତରେ ଲୋକଙ୍କ ସ୍ବାସ୍ଥ୍ୟ ବ୍ୟବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବଲିଉଡ ଅଭିନେତା, କମେଡିଆନ ତଥା ଡ୍ୟାନ୍ସର ରାଘବ ଜୁୟାଲ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ।
ଉତ୍ତରାଖଣ୍ଡକୁ କୋରୋନାରୁ ରକ୍ଷା କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କଲେ ରାଘବ - କୋରୋନାରୁ ରକ୍ଷା କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କଲେ ରାଘବ
ଦେଶରେ କୋରୋନା ସଂକ୍ରମଣର ବୃଦ୍ଧି ପାଉଥିବା ବେଳେ ଉତ୍ତରାଖଣ୍ତରେ ଲୋକଙ୍କ ସ୍ବାସ୍ଥ୍ୟ ବ୍ୟବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡକୁ କୋରୋନାରୁ ରକ୍ଷା କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କଲେ ଡ୍ୟାନ୍ସର ରାଘବ ଜୁୟାଲ । ଅଧିକ ପଢନ୍ତୁ...
![ଉତ୍ତରାଖଣ୍ଡକୁ କୋରୋନାରୁ ରକ୍ଷା କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କଲେ ରାଘବ actor-raghav-juyal-appealed-to-the-central-government-to-provide-medical-aid-to-uttarakhand](https://etvbharatimages.akamaized.net/etvbharat/prod-images/768-512-11721188-121-11721188-1620752946842.jpg)
ଉତ୍ତରାଖଣ୍ଡକୁ କୋରୋନାରୁ ରକ୍ଷା କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କଲେ ରାଘବ
ଉତ୍ତରାଖଣ୍ଡକୁ କୋରୋନାରୁ ରକ୍ଷା କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କଲେ ରାଘବ
ଏହି ଭିଡିଓ ଜରିଆରେ ସେ ଉତ୍ତରାଖଣ୍ଡକୁ କୋରୋନାରୁ ରକ୍ଷା କରିବାକୁ କେନ୍ଦ୍ର ସରକାରଙ୍କ ସହ ଅନ୍ୟାନ୍ୟ ସାମାଜିକ ସଂଗଠନକୁ ନିବେଦନ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ