ମୁମ୍ବାଇ: 65ତମ ଫିଲ୍ମଫେୟର ଆୱାର୍ଡ୍ସ 2020 ଏଥର ଆସାମରେ ଆୟୋଜିତ ହେବାକୁ ଯାଉଛି । ଏହି ଫିଲ୍ମଫେୟାର ପୁରସ୍କାର ପ୍ରସାରଣ ଏଥର କାର୍ଯ୍ୟକ୍ରମର ପରଦିନ ତଥା ଆସନ୍ତା 15 ତାରିଖରେ କରାଯିବ । ଆୱାର୍ଡ୍ସ ସେରେମନୀ ପୂର୍ବରୁ ପୁରସ୍କାରର ନୋମିନେସନ ତାଲିକା ଜାରି କରିଦିଆଯାଇଛି । ଏଥର ଫିଲ୍ମଫେୟାରର ମୁଖ୍ୟ ଆୱାର୍ଡ୍ସ ନୋମିନେସନ 19 ଶ୍ରେଣୀରେ ନୋମିନେଟ କରାଯାଇଛି । ଆସନ୍ତୁ ଜାଣିବା କେଉଁ ଫିଲ୍ମ, କେଉଁ ଅଭନେତା, ସଙ୍ଗୀତ ସାମିଲ ହୋଇଛି...
ବେଷ୍ଟ ଅରିଜନଲ ଷ୍ଟୋରି
1. ନିର୍ମାତା ଅନୁଭବ ସିହ୍ନା ଓ ଗୌରବ ସୋଲଙ୍କୀଙ୍କ ଫିଲ୍ମ ‘ଆର୍ଟିକଲ 15’
2. ନିର୍ଦ୍ଦେଶିତ ନିତେଶ ତିୱାରୀ, ପିୟୁଷ ଗୁପ୍ତା ଓ ନିଖିଲ ମେହରୋତ୍ରାଙ୍କ ଫିଲ୍ମ ‘ଛିଛୋରେ’
3. ଜୋୟା ଅଖତର, ରିମା କାଗତୀଙ୍କ ଫିଲ୍ମ ‘ଗଲି ବୟ’
4. ନିର୍ଦ୍ଦେଶକ ୱାସନ ବାଲାଙ୍କ ଫିଲ୍ମ ‘ମର୍ଦ କୋ ଦର୍ଦ ନହିଂ ହୋତା’
5. ଜଗନ ଶକ୍ତିଙ୍କ ସୁପରହିଟ୍ ଫିଲ୍ମ ‘ମିଶନ ମଙ୍ଗଲ’
6. ଅଭିଷେକ ଚୌବେ ଓ ସୁଦୀପ ଶର୍ମାଙ୍କ ଫିଲ୍ମ ‘ସୋନ ଚିରିୟାଂ’
ବେଷ୍ଟ ସ୍କ୍ରିନପ୍ଲେ
1. ଆର୍ଟିକଲ 15
2.ଗଲି ବୟ
3. ମିଶନ ମଙ୍ଗଲ
4. ଷାଣ୍ଢ କି ଆଖଁ
5. ସେକ୍ସନ 375
6. ସୋନ ଚିରିୟାଂ
ବେଷ୍ଟ ଡାଇଲଗ୍
1. ଆର୍ଟିକଲ 15
2. ବାଲା
3. ଛିଛୋରେ
4. ଗଲି ବୟ
5. ସୋନ ଚିରିୟାଂ
6. ସୁପର 30
ବେଷ୍ଟ ଡେବ୍ୟୁ ଡାଇରେକ୍ଟର
1. ଆଦିତ୍ୟ ଧରଙ୍କ ଫିଲ୍ମ ଉରି: ଦ ସର୍ଜିକାଲ ଷ୍ଟ୍ରାଇକ
2. ଜଗନ ଶକ୍ତିଙ୍କ ଫିଲ୍ମ ମିଶନ ମଙ୍ଗଲ
3. ରାଜ ସାଣ୍ଡିଲ୍ୟଙ୍କ ଫିଲ୍ମ ଡ୍ରିମ ଗାର୍ଲ
4. ରାଜ ମେହତାଙ୍କ ଫିଲ୍ମ ଗୁଡନ୍ୟୁଜ
5. ଗୋପି ପୁଥରାନଙ୍କ ଫିଲ୍ମ ମର୍ଦାନୀ 2
6. ତୁଷାର ହୀରନନ୍ଦାନୀଙ୍କ ଫିଲ୍ମ ଷାଣ୍ଢ କି ଆଖଁ
ବେଷ୍ଟ ଡେବ୍ୟୁ (ଫିମେଲ)