ହାଇଦ୍ରାବାଦ:ହ୍ବାଟ୍ସଆପ ୟୁଜର୍ସଙ୍କ ପାଇଁ ବଡ ଖବର । ଅକ୍ଟୋବର 24 ତାରିଖକୁ ଅନେକ ସ୍ମାର୍ଟଫୋନରେ ବନ୍ଦ ହେବାକୁ ଯାଉଛି ହ୍ବାଟ୍ସଆପ । ଏହାର ଅର୍ଥ ଆସନ୍ତା 24 ଠାରୁ ଅନେକ ଫୋନରେ ହ୍ବାଟ୍ସଆପ କାମ କରିବ ନାହିଁ । ଉଭୟ ଆଣ୍ଡ୍ରୋଏଡ ଏବଂ ଆଇଓଏସ ପାଇଁ ଏହା ଲାଗୁ କରାଯାଇଛି । ଆଣ୍ଟ୍ରୋଏଡ ଭର୍ସନ 4.1 ଏବଂ ଏହାର ପୂର୍ବ ଭର୍ସନରେ ଆଉ ଖୋଲିବ ନାହିଁ ହ୍ବାଟ୍ସଆପ । ଯଦି ଆପଣ ପୁରୁଣା ଫୋନ ବ୍ୟବହାର କରୁଛନ୍ତି ତାହାଲେ ନଜର ପକାନ୍ତୁ ଏହି ନିମ୍ନଲିଖିତ ଚାର୍ଟ ଉପରେ ।
ଏହି ଫୋନରେ ଚାଲିବନି ହ୍ବାଟ୍ସଆପ
- Samsung Galaxy S2(ସାମସଙ୍ଗ ଗାଲାକ୍ସି ଏସ 2)
- Nexus 7(ନେକ୍ସସ 7)
- iPhone 5(ଆଇଫୋନ 5)
- iPhone 5c(ଆଇଫୋନ 5 ସି)
- Archos 53 Platinum(ଆରଚୋସ 53 ପ୍ଲାଟିନମ)
- Grand S Flex ZTE(ଗ୍ରାଣ୍ଡ ଏସ ଫ୍ଲେକ୍ସ ZTE)
- Grand X Quad V987 ZTE(ଗ୍ରାଣ୍ଡ ଏକ୍ସ କ୍ବାଡ V987 ZTE)
- HTC Desire 500(ଏଚଟିସି ଡିଜାଇର 500)
- Huawei Ascend D(ହୁଓ୍ବାଇ ଆସେଣ୍ଡ ଡି)
- Huawei Ascend D1(ହୁଓ୍ବାଇ ଆସେଣ୍ଡ ଡି ଓ୍ବାନ)
- HTC One(ଏଚଟିସି ଓ୍ବାନ)
- Sony Xperia Z(ସୋନି ଏକ୍ସପିରିଆ ଜେଡ)
- LG Optimus G Pro(ଏଲଜି ଅପ୍ଟିମସ ଜି ପ୍ରୋ)
- Samsung Galaxy Nexus(ସାମସଙ୍ଗ ଗାଲାକ୍ସି ନେକ୍ସସ)
- HTC Sensation(ଏଚଟିସି ସେଣ୍ଟେସନ)
- Motorola Droid Razr(ମଟ୍ରୋଲା ଡ୍ରିଓଡ ରଜର)
- Sony Xperia S2(ସୋନି ଏକ୍ସିପେରିଆ ଏସ 2)
- Motorola Xoom(ମଟ୍ରୋଲା Xoom)
- Samsung Galaxy Tab 10.1(ସାମସଙ୍ଗ ଗାଲାକ୍ସି ଟ୍ୟାବ 10.1)
- Asus Eee Pad Transformer(ଆସ୍ୟୁସ ଇ ପେଡ ଟ୍ରାନ୍ସଫରମର)
- Acer Iconia Tab A5003(ଏସିଏର ଆଇକୋନିଆ ଟେବ ଏ5003)
- Samsung Galaxy S(ସାମସଙ୍ଗ ଗାଲାକ୍ସି ଏସ)
- HTC Desire HD(ଏଚଟିସି ଡିଜାଇର ଏଚଡି)
- LG Optimus 2X(ଏଲଜି ଅପ୍ଟିମସ 2ଏକ୍ସ)
- Sony Ericsson Xperia Arc3(ସୋନି ଏରିସନ ଏକ୍ସପେରିଆ ଏଆରସି 3)
ଏହା ମଧ୍ୟ ପଢନ୍ତୁ: iOS ବିଟା ୟୁଜର୍ସଙ୍କ ପାଇଁ ରୋଲଆଉଟ ହେଲା Protrct IP Adress in Call ଫିଚର