ଓଡିଶା

odisha

ETV Bharat / science-and-technology

ଭାରତରେ ଲଞ୍ଚ ହେଲା ଆମାଜଫିଟ୍ ଡୁଆଲ୍ ଓଏସ୍ ଷ୍ଟ୍ରାଟୋସ୍ ସ୍ମାର୍ଟ ୱାଚ୍ - Amazfit Dual OS Stratos 3 smartwatch

ଆଥଲେଟ୍ସ ଏବଂ ଫିଟନେସ୍ ଫ୍ରିକ୍ସ ପାଇଁ ଏକ ସମ୍ପୂର୍ଣ୍ଣ ପ୍ୟାକେଜ୍, ଆମାଜଫିଟର ନୂତନ ସ୍ମାର୍ଟୱାଚ୍ ଭାରତରେ ଲଞ୍ଚ ହୋଇଛି । ଆମାଜଫିଟ ଡୁଆଲ୍ ଓଏସ୍ ଷ୍ଟ୍ରାଟୋସ୍ 3 ର ବିଭିନ୍ନ ସ୍ପୋର୍ଟ୍ସ ମୋଡ୍ ରହିଛି ଯେପରିକି ଚାଲିବା, ପହଁରିବା, ଏବଂ ବୃତ୍ତିଗତ କ୍ରୀଡା ଟ୍ରୋଲ୍ ଚାଲିବା,ଚଢିବା ଇତ୍ୟାଦି । ଆମାଜଫିଟ୍ ଫିଟନେସ୍ ଘଣ୍ଟାର ମୂଲ୍ୟ 13,999 ଟଙ୍କା ।

ଭାରତରେ ଲଞ୍ଚ ହେଲା ଆମାଜଫିଟ୍ ଡୁଆଲ୍ ଓଏସ୍ ଷ୍ଟ୍ରାଟୋସ୍ ସ୍ମାର୍ଟ ୱାଚ୍
ଭାରତରେ ଲଞ୍ଚ ହେଲା ଆମାଜଫିଟ୍ ଡୁଆଲ୍ ଓଏସ୍ ଷ୍ଟ୍ରାଟୋସ୍ ସ୍ମାର୍ଟ ୱାଚ୍

By

Published : Jun 23, 2020, 4:34 PM IST

Updated : Feb 16, 2021, 7:51 PM IST

ନୂଆଦିଲ୍ଲୀ: ଭାରତରେ ଲଞ୍ଚ ହେଲା ହୁଆମି ବ୍ରାଣ୍ଡର ଆମାଜଫିଟ୍ ଷ୍ଟ୍ରାଟୋସ 3 ସ୍ମାର୍ଟ ୱାଚ । ଏହି ଘଣ୍ଟା ଡୁଆଲ-ଚିପ ଏବଂ ଡୁଆଲ ଅପରେଟିଂ ସିଷ୍ଟମ ଦ୍ବାରା ପରିଚାଳିତ । ଏହାର ବ୍ୟାଟେରୀର କ୍ଷମତା 14 ଦିନ ଧରି ରହିବ । ଏହାର ମୂଲ୍ୟ ମାତ୍ର 13, 999 ରହିଛି ।

ବର୍ତ୍ତମାନ ଆମାଜଫିଟ୍ ଷ୍ଟ୍ରାଟୋସ 3 ସ୍ମାର୍ଟ ୱାଚ in.amazfit.com ଓ ଫ୍ଲିପକାର୍ଟରେ ଉପଲବ୍ଧ ହେଉଛି।

ଆଥଲେଟ ଏବଂ କ୍ରୀଡା ଅଭ୍ୟାସ ପାଇଁ ଷ୍ଟ୍ରାଟୋସ 3 ଏକ କ୍ୟାମ୍ପକ୍ଟ ୱାଚ । ଏହି ସ୍ମାର୍ଟ ୱାଚରେ ଉନ୍ନତ କାର୍ଯ୍ୟକାରିତା ରହିଥିବା ହୁଆମି ଓଭରସିଜ୍ ବ୍ୟବସାୟର ଉପସଭାପତି ମାର୍କ ମାଓ କହିଛନ୍ତି।

ଆସନ୍ତୁ ଜାଣିବା ଏହା କିଛି ସ୍ବତନ୍ତ୍ର ବୈଶିଷ୍ଟ୍ୟ ସମ୍ପର୍କରେ...

  • ଷ୍ଟ୍ରାଟୋସ ବିଭିନ୍ନ ସ୍ପୋର୍ଟ୍ସ ମୋଡ ସହିତ ପୁଲ ପ୍ୟାକ ରହିଛି ଯେପରିକି, ଚାଲିବା, ପହଁରିବା ଏବଂ ବୃତ୍ତିଗତ କ୍ରୀଡା ଭଳି ଟ୍ରେଲ ରନିଂ, ଚଢିବା, ହାଇକିଂ ଓ ଟ୍ରାଇଥଲନ ।
  • ଏଥିରେ 80ଟି ସ୍ପୋର୍ଟ୍ସ ମୋଡ ଫିଚର ରହିଛି , ହାର୍ଟ ରେଡ ମନିଟରିଂ କରିବା ସହ ବୃତ୍ତିଗତ ସ୍ତରର କ୍ରୀଡାବିତମାନଙ୍କ ଦକ୍ଷତା ବୃଦ୍ଧି କରିବା ଓ ଆଘାତ ପାଇବା ପୂର୍ବରୁ ’ଫାଷ୍ଟ ବିଟ’କୁ ବିଶ୍ଲେଷଣ କରିଥାଏ ।
  • ଏହା ଏକ 35-70 ଘଣ୍ଟାର କ୍ରମାଗତ ଜିପିଏସ୍ ଟ୍ରାକର୍, ଟ୍ରାନ୍ସଫେକ୍ଟିଭ୍ MIP ଡିସପ୍ଲେସ ସହିତ 1.34-ଇଞ୍ଚ (320x320 ପିକ୍ସେଲ) ଫୁଲ୍ ରାଉଣ୍ଡ ଡିସପ୍ଲେ, କର୍ନିଙ୍ଗ ଗୋରିଲା ଗ୍ଲାସ୍ 3 ପ୍ରୋଟେକ୍ସନ, ଆଣ୍ଟି-ଫିଙ୍ଗର ପ୍ରିଣ୍ଟ ଆବରଣ ରହିଛି ।
  • ଏହି ଡିଭାଇସଟି ପୂର୍ବନିମ୍ନତ ଆକ୍ଟିଭ ପ୍ରୋଫାଇଲ ରହିଛି ଯାହା ଅଲ୍ଟ୍ରା-ଏଣ୍ଡୁରାନ୍ସ ମୋଡ୍, VO2Max, ଏକ୍ସସାଇଜ ଇଫେକ୍ଚ (TE), ଏକ୍ସସାଇଜ ଲୋଡ (TD), ଓ ଟାଇମ ରିକୋଭର।
Last Updated : Feb 16, 2021, 7:51 PM IST

ABOUT THE AUTHOR

...view details