ଓଡିଶା

odisha

By

Published : Aug 10, 2020, 8:05 PM IST

Updated : Feb 16, 2021, 7:52 PM IST

ETV Bharat / science-and-technology

ନୂଆ ଗେମିଂ ଲାପଟପ ଲଞ୍ଚ କଲା ଆସସ୍‌, ମୂଲ୍ୟ ମାତ୍ର 79,990 ଟଙ୍କା

ନୂଆ ଗେମିଂ ଲାପଟପ ଲଞ୍ଚ କରିଛି ଆସସ୍‌ । ଯାହା ମାତ୍ର 79,990 ଟଙ୍କା ଉପଲବ୍ଧ ହେବ ବୋଲି ଘୋଷଣା କରିଛି ଆସସ୍‌ ।

ନୂଆ ଗେମିଂ ଲାପଟପ ଲଞ୍ଚ କଲା ଆସସ୍‌, ମୂଲ୍ୟ ମାତ୍ର 79,990 ଟଙ୍କା
ନୂଆ ଗେମିଂ ଲାପଟପ ଲଞ୍ଚ କଲା ଆସସ୍‌, ମୂଲ୍ୟ ମାତ୍ର 79,990 ଟଙ୍କା

ନୂଆଦିଲ୍ଲୀ: ତାଇୱାନର ଟେକ୍ନୋଲୋଜି ଜିଆଣ୍ଟ ଆସସ୍‌ ସୋମବାର ଭାରତୀୟ ବଜାରରେ 79,990 ଟଙ୍କା ମୂଲ୍ୟରେ ନୂତନ ଗେମିଙ୍ଗ ଲାପଟପ୍ ଲଞ୍ଚ କରିଛି ।

ଆରଓଜି ଷ୍ଟ୍ରିକ୍ସ (G15 / G17 (G512 / G712) ଏବଂ ଷ୍ଟ୍ରିକ୍ସ ସ୍କାର 15/17 (G532 / G732) ଲାପଟପ୍ ହେଉଛି ଦଶମ ଜେନ ଇଣ୍ଟେଲ କୋର ଆଇକ୍ଷ ଏଚ- ସିରିଜ୍ ସଞ୍ଚାଳକ ସହିତ ନୂତନ ଯୋଗ ଆସସ ଗେମିଙ୍ଗ ଲାପଟପ୍ ।

ଆସସ୍ ଭାରତରେ ନୂତନ ଗେମିଙ୍ଗ ଲାପଟପ୍ ଲଞ୍ଚ କରିଛି । ଏହାର ମୂଲ୍ୟ 79,990 ଟଙ୍କା ଠାରୁ ଆରମ୍ଭ ହେଉଛି ।

ଆସସ୍ ଇଣ୍ଡିଆ, ସିଷ୍ଟମ୍ ବିଜନେସ୍ ଗ୍ରୁପ୍, ଗ୍ରାହକ ଏବଂ ଗେମିଂ ପିସି, ଆର୍ନୋଲ୍ଡ ସୁ କହିଛନ୍ତି, ଆରଓଜି ଲାପଟପର ନୂତନ ପରିସର ସହିତ, ଆମର ଲକ୍ଷ୍ୟ ହେଉଛି ସବୁଠାରୁ ପାୱାର ଫୁଲ୍‌ ଗେମିଂ ହାର୍ଡୱେରକୁ ହାଲୁକା, ପୋର୍ଟେବଲ୍ ଏବଂ ବଜେଟ୍ ଅନୁକୂଳରେ ବଜାରରେ ଉବଲବ୍ଧ କରିବା ।

Last Updated : Feb 16, 2021, 7:52 PM IST

ABOUT THE AUTHOR

...view details