ଓଡିଶା

odisha

ETV Bharat / science-and-technology

iOS ୟୁଜର୍ସ ବର୍ତ୍ତମାନ ଗୁଗୁଲ ମ୍ୟାପକୁ ଓ୍ବାଚ, ଆପେଲ କାର ପ୍ଲେରେ ଗୁଗୁଲ ମ୍ୟାପ ବ୍ୟବହାର କରିପାରିବେ - iOS device

IOSରେ ଗୁଗୁଲ ମ୍ୟାପ ସହିତ ବୁଲିବାର ନୂଆ ଉପାୟ ! ଆପଲ କାରପ୍ଲେ ଏବଂ ଆପଲ ୱାଚ ପାଇଁ ଏକ ନୂତନ ଆପ, ଆଇଓଏସ ୟୁଜର୍ସଙ୍କୁ ଗୁଗୁଲ ମ୍ୟାପ ସହିତ ସୁରକ୍ଷିତ ଭାବରେ ନାଭିଗେଟ କରିଥାଏ । ଅଧିକ ପଢନ୍ତୁ...

iOS ୟୁଜର୍ସ ବର୍ତ୍ତମାନ ଗୁଗୁଲ ମ୍ୟାପକୁ ଓ୍ବାଚ, ଆପେଲ କାର ପ୍ଲେରେ ଗୁଗୁଲ ମ୍ୟାପ ବ୍ୟବହାର କରିପାରିବେ
iOS ୟୁଜର୍ସ ବର୍ତ୍ତମାନ ଗୁଗୁଲ ମ୍ୟାପକୁ ଓ୍ବାଚ, ଆପେଲ କାର ପ୍ଲେରେ ଗୁଗୁଲ ମ୍ୟାପ ବ୍ୟବହାର କରିପାରିବେ

By

Published : Aug 16, 2020, 6:00 PM IST

Updated : Feb 16, 2021, 7:52 PM IST

ଓ୍ବାଶିଂଟନ: ଆଇଓଏସ ଡିଭାଇସ ବ୍ୟବହାର କରୁଥିବା ଲୋକମାନେ ନିଜ କାର କିମ୍ବା ହାତରେ ଗୁଗୁଲ ମ୍ୟାପ୍ସକୁ ସୁରକ୍ଷିତ ଏବଂ ସହଜରେ ନାଭିଗେଟ କରିପାରିବେ। ଏନେଇ ଟ୍ବିଟ କରି ଆପେଲ କମ୍ପାନୀ ଜଣାଇଛି।

iOS ୟୁଜର୍ସ ବର୍ତ୍ତମାନ ଗୁଗୁଲ ମ୍ୟାପକୁ ଓ୍ବାଚ, ଆପେଲ କାର ପ୍ଲେରେ ଗୁଗୁଲ ମ୍ୟାପ ବ୍ୟବହାର କରିପାରିବେ

କାରପ୍ଲେ ଦାସବୋର୍ଡରେ, ବର୍ତ୍ତମାନ ପ୍ରିୟ ମିଡିଆ ଆପରେ ଗୀତକୁ ସ୍ବିଚ କିମ୍ବା ପଜ କରିପାରିବେ । ଗୁଗୁଲ ମ୍ୟାପରେ ଟର୍ନ ବାଏ ଟର୍ନ ନେଭିଗେସନ ଛାଡିବା ପରେ କ୍ୟାଲେଣ୍ଡର ଆପୋଏଣ୍ଟମେଣ୍ଟକୁ ରିଭାଇଣ୍ଡ ଓ ଫାଷ୍ଟ ଫରଓ୍ବାର୍ଡ କରିପାରିବେ ।

ଗୁଗୁଲ ଏକ ବିବୃତ୍ତିରେ କହିଛି ଯେ, ସୂଚନା ଏକ ସ୍ପିଲ୍ଟ-ସ୍କ୍ରିନ ଭ୍ୟୁରେ ଡିସପ୍ଲେ ହୋଇଛି ଯାହା ଦ୍ବାରା ଆପଣ ରାସ୍ତାରେ ଧ୍ୟାନ ରଖିବାବେଳେ ଆପଣ ଆବଶ୍ୟକ କରୁଥିବା ସୂଚନା ପାଇପାରିବେ।

iOS ୟୁଜର୍ସ ବର୍ତ୍ତମାନ ଗୁଗୁଲ ମ୍ୟାପକୁ ଓ୍ବାଚ, ଆପେଲ କାର ପ୍ଲେରେ ଗୁଗୁଲ ମ୍ୟାପ ବ୍ୟବହାର କରିପାରିବେ

ଗୁଗୁଲ ଆହୁରି ମଧ୍ୟ ଏଥିରେ ଆଡ କରିଛି ଯେ, "ଅନ୍ୟ ସମସ୍ତ ଗନ୍ତବ୍ୟସ୍ଥଳ ପାଇଁ, ଆପଣ ନିଜ ଫୋନରୁ ନାଭିଗେଟ କରିବା ଆରମ୍ଭ କରିପାରିବେ ଯୋଉଠି ଆପଣ ଓ୍ବାଚରୁ ଛାଡିଥିବେ "।

iOS ୟୁଜର୍ସ ବର୍ତ୍ତମାନ ଗୁଗୁଲ ମ୍ୟାପକୁ ଓ୍ବାଚ, ଆପେଲ କାର ପ୍ଲେରେ ଗୁଗୁଲ ମ୍ୟାପ ବ୍ୟବହାର କରିପାରିବେ

କମ୍ପାନୀ ଅନୁଯାୟୀ, କାରପ୍ଲେ ଦାସବୋର୍ଡରେ ଗୁଗୁଲ ମ୍ୟାପ୍ସ ପରବର୍ତ୍ତୀ ଆଇଓଏସ ଅପଡେଟ ସହିତ ଏହି ସପ୍ତାହରେ ଆରମ୍ଭ ହେବ। ଘଣ୍ଟା ପାଇଁ ଆସନ୍ତା ସପ୍ତାହରେ, ଏହି ଅପଡେଟ ଉପଲବ୍ଧ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 16, 2021, 7:52 PM IST

ABOUT THE AUTHOR

...view details