ଓଡିଶା

odisha

ଭୁବନେଶ୍ବରରେ ପହଞ୍ଚିଲେ କଂଗ୍ରେସ ପ୍ରଭାରୀ ଅଜୟ କୁମାର, ଦେଖନ୍ତୁ Live

By ETV Bharat Odisha Team

Published : Jan 6, 2024, 11:50 AM IST

Updated : Jan 6, 2024, 12:03 PM IST

<p><strong>ଭୁବନେଶ୍ବର:</strong> ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି ନବନିଯୁକ୍ତ କଂଗ୍ରେସ ପ୍ରଭାରୀ ଅଜୟ କୁମାର । ଅଜୟଙ୍କ 2 ଦିନିଆ ଗସ୍ତ ନେଇ ଉତ୍ସାହିତ ହୋଇଉଠିଛି କଂଗ୍ରେସ ଶିବିର । ଆସନ୍ତା ନିର୍ବାଚନରେ ଦଳ ପ୍ରଭାବୀ ପ୍ରଦର୍ଶନ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବେ ଅଜୟ । କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି ଯେ, 2 ଦିନ ଧରି ବିସ୍ତୃତ ଭାବେ ଆଲୋଚନା ହେବ । କଂଗ୍ରେସର କାର୍ଯ୍ୟ ନିର୍ବାହୀ କମିଟି ବୈଠକ ମଧ୍ୟ ବସିବ । &nbsp;ଦଳର ରାଜନୈତିକ ବ୍ୟାପାର କମିଟି ଓ ଇସ୍ତାହାର କମିଟିର ବୈଠକ ମଧ୍ୟ ହେବ । &nbsp;କଂଗ୍ରେସ କିଭଳି ଏକଜୁଟ ହୋଇ କିପରି ସୁଦୃଢ ଭାବେ ନିର୍ବାଚନ ଲଢ଼ିବ ତାହା ଉପରେ ବୈଠକରେ ଗୁରୁତ୍ୱ ଦିଆଯିବ । &nbsp; କଂଗ୍ରେସ ଏକ ସର୍ବଭାରତୀୟ ଓ ସର୍ବପୁରାତନ ଦଳ । ଉଭୟ ଲୋକସଭା ଓ ବିଧାନସଭା ସିଟ ଉପରେ ଦଳ ଫୋକସ କରିବ । ଯେଭଳି ଭାବେ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟରେ ସରକାର ଗଢିବ । &nbsp;</p>

Etv Bharat

Last Updated : Jan 6, 2024, 12:03 PM IST

ABOUT THE AUTHOR

...view details