ହାଇଦ୍ରାବାଦ: ଜୁଲାଇ 30 ମଧ୍ୟାହ୍ନ 12 ଟାରେ Redmi Note 9 ବିକ୍ରି ହେବା ଆରମ୍ଭ ହୋଇଛି । ଏହା mi.com ଏବଂ amazon.inରେ ବିକ୍ରି ହେଉଛି । ଏହାର ମୂଲ୍ୟ 11 ହଜାର 999 ଟଙ୍କା ରହିଛି ।
48 MP କ୍ବାଡ କ୍ୟାମେରା ବିଶିଷ୍ଟ Redmi Note 9 ର ବିକ୍ରି ଆରମ୍ଭ - Gorilla Glass
ଆଜି (ଗୁରୁବାର) Redmi Note 9 ର ବିକ୍ରି ଆରମ୍ଭ ହୋଇଛି । ଏଥିରେ ଥିବା ସମସ୍ତ ଫିଚର ୟୁଜର୍ସ ମାନଙ୍କୁ ବେଶ ପସନ୍ଦ ଆସିବ ବୋଲି ଆଶା ରଖିଛି କମ୍ପାନୀ । ଅଧିକ ପଢନ୍ତୁ....
![48 MP କ୍ବାଡ କ୍ୟାମେରା ବିଶିଷ୍ଟ Redmi Note 9 ର ବିକ୍ରି ଆରମ୍ଭ 48 MP କ୍ବାଡ କ୍ୟାମେରା ବିଶିଷ୍ଟ Redmi Note 9 ର ବିକ୍ରି ଆରମ୍ଭ ହୋଇଛି](https://etvbharatimages.akamaized.net/etvbharat/prod-images/768-512-8232168-823-8232168-1596106467978.jpg)
48 MP କ୍ବାଡ କ୍ୟାମେରା ବିଶିଷ୍ଟ Redmi Note 9 ର ବିକ୍ରି ଆରମ୍ଭ ହୋଇଛି
ରେଡମି ନୋଟ 9 ଫିଚର ଗୁଡିକ ହେଲା, ମିଡିଆ ଟେକ ହେଲିଓ G85 ପ୍ରୋସେସର, 6.53 full-HD + Dot ଡିସପ୍ଲେ ସହିତ କର୍ନିଙ୍ଗ Gorilla Glass 5 ସୁରକ୍ଷା ସହିତ । ସ୍କ୍ରିନ ରେସିଓ 90% ବଡି, 22.5W ଫାଷ୍ଟ ଚାର୍ଜ ସହିତ 5020mAh ବ୍ୟାଟେରୀ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ