ନୂଆଦିଲ୍ଲୀ: ଅଡିଓ ଓ ଭିଡିଓରେ ସ୍ୱୟଂଚାଳିତ କ୍ୟାପସନ୍ ଯୋଡିବାର ଏକ ନୂତନ ବୈଶିଷ୍ଟ୍ୟ ହେଉଛି ଭଏସ ଟ୍ୱିଟ । ଭିନ୍ନକ୍ଷମ ମାନଙ୍କ ସୁବିଧା ପାଇଁ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଭଏସ୍ ଟ୍ୱିଟ ପରୀକ୍ଷା କରିଛି ।
ଉତ୍ପାଦ ମୁଖ୍ୟ କେଭୋନ୍ ବେକପୁର ଏବଂ ଡାଲାନା ବ୍ରାଣ୍ଡର କହିଛନ୍ତି "ଆମେ ବାହ୍ୟ ଗୋଷ୍ଠୀଙ୍କ ସହ ସହଭାଗୀ ହୋଇଛୁ । ଆସନ୍ତା ମାସ ମଧ୍ୟରେ ଆମେ ସାକ୍ଷାତକାର, ସର୍ବେକ୍ଷଣ ମାଧ୍ୟମରେ ଭିନ୍ନ ଭିନ୍ନ ପ୍ରୋଟୋଟାଇପର ରିମୋଟ ଉପଯୋଗିତା ଅଧ୍ୟୟନ ମାଧ୍ୟମରେ ଭିନ୍ନକ୍ଷମଙ୍କଠାରୁ ମତାମତ ସଂଗ୍ରହ କରାଯିବ ବୋଲି ପ୍ରକାଶ କରିଛନ୍ତି ।