ନୂଆଦିଲ୍ଲୀ: ନିକଟରେ ଗୁଗୁଲ ଘୋଷଣା କରିଛି ଯେ, ହ୍ବାଟ୍ସଆପରେ ଆସିଷ୍ଟାଣ୍ଟ ଦ୍ବାରା ଭିଡିଓ ଏବଂ ଅଡିଓ କଲ ସମ୍ଭବ ହୋଇପାରିବ । ଏହାର ଅର୍ଥ ଜଣେ ସହଜରେ ନିଜ ସ୍ମାର୍ଟଫୋନ ହୋମ ସ୍କ୍ରିନର ଗୁଗୁଲ ଆସିଷ୍ଟାଣ୍ଟକୁ ଟ୍ରିଗର କରି ହ୍ବାଟ୍ସଆପ ବ୍ୟବହାର କରିପାରିବ ।
ଆସିଷ୍ଟାଣ୍ଟ ଦ୍ବାରା ପରିଚାଳିତ ଭଏସ କଲ୍ ଏହାପୂର୍ବରୁ ୟୁଜରଙ୍କ ନେଟୱର୍କ କଲ ପାଇଁ ବ୍ୟବହାର ହେଉଥିଲା । ସେତେବେଳେ ଭିଡିଓ କଲ୍ କେବଳ ହ୍ୟାଙ୍ଗଆଉଟ ଏବଂ ଡୁଓରେ ସେଟଅପ କରାଯାଇଥିଲା । ଯଦି ଆପଣ ନିଜର ଆଣ୍ଡ୍ରଏଡ ଡିଭାଇସରେ ଗୁଗୁଲ ଆସିଷ୍ଟାଣ୍ଟ ସେଟଅପ୍ କରୁଛନ୍ତି । ତେବେ ଆପଣ ସିଧାସଳଖ ‘ଓକେ