ଓଡିଶା

odisha

ETV Bharat / lifestyle

ଖୁସି ଖବର, ଏଣିକି ହାତ ଲେଖା ନୋଟକୁ କପି କରି କମ୍ପ୍ୟୁଟରକୁ ଆଣିପାରିବ ଗୁଗୁଲ ଲେନ୍ସ - Google Lens new feature

ଏଣିକି ଆପଣଙ୍କ ହାତ ଲେଖାକୁ କପି କରି ପାରିବ ଗୁଗୁଲ ଲେନ୍ସ । ଆଉ ଏହାକୁ କପି ସିଧାସଳଖ କମ୍ପ୍ୟୁଟରକୁ ଆଣିପାରିବ । ଏନେଇ ଗୁଗୁଲ , ଗୁଗୁଲ ଲେନ୍ସରେ ଏକ ନୂଆ ଫିଚର ଯୋଡିଥିବା ଜଣାପଡିଛି ।

ଖୁସି ଖବର, ଏଣିକି ହାତ ଲେଖା ନୋଟକୁ କପି କରି କମ୍ପ୍ୟୁଟରକୁ ଆଣିପାରିବ ଗୁଗୁଲ ଲେନ୍ସ
ଖୁସି ଖବର, ଏଣିକି ହାତ ଲେଖା ନୋଟକୁ କପି କରି କମ୍ପ୍ୟୁଟରକୁ ଆଣିପାରିବ ଗୁଗୁଲ ଲେନ୍ସ

By

Published : May 8, 2020, 2:55 PM IST

ୱାଶିଂଟନ: ଗୁଗୁଲ ଏବେ ଗୁଗୁଲ ଲେନ୍ସରେ ଏକ ନୂଆ ଫିଚର ଜୋଡିଛି । ଯାହା ଦ୍ବାରା ୟୁଜରମାନେ ନିଜ ହାତ ଲେଖା ନୋଟକୁ ଫୋନରୁ କପି ପେଷ୍ଟ କରି ଲେନ୍ସ ସାହାଯ୍ୟରେ କମ୍ପ୍ୟୁଟରକୁ ଆଣିପାରିବେ । ଯଦି ଆପଣଙ୍କ ହାତ ଲେଖା ଅର୍ଥାତ ଆପଣଙ୍କ ଅକ୍ଷର ପରିସ୍କାର ଦେଖାଯାଉ ଥିବ ତେବେ ଏହା କାମ କରିବ ବୋଲି ଗୁଗୁଲ ତାହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏନେଇ ସୂଚନା ଦେଇଛି ।

ଖୁସି ଖବର, ଏଣିକି ହାତ ଲେଖା ନୋଟକୁ କପି କରି କମ୍ପ୍ୟୁଟରକୁ ଆଣିପାରିବ ଗୁଗୁଲ ଲେନ୍ସ

ଗୁଗୁଲ ଲେନ୍ସରେ ଏହି ନୂତନ ଫିଚର ପାଇବାକୁ ହେଲେ, ଆପଣଙ୍କୁ ଗୁଗୁଲ କ୍ରୋମର ଲାଟେଷ୍ଟ ଭର୍ସନ ସହ ଆଣ୍ଡ୍ରଏଡରେ ସ୍ୱତନ୍ତ୍ର ଗୁଗୁଲ୍ ଲେନ୍ସ ଆପ୍ କିମ୍ବା ଆଇଓଏସରେ ଗୁଗୁଲ୍ ଆପ୍ ଡାଉନଲୋଡ କରିବାକୁ ପଡିବ । ଆଉ ସମାନ ଉଭୟ ଗୁଗୁଲ ଆକାଉଣ୍ଟରେ ଆପଣଙ୍କୁ ଲଗଇନ କରିବାକୁ ପଡିବ ।

ABOUT THE AUTHOR

...view details