ହାଇଦ୍ରାବାଦ: ଫେସବୁକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ସିଷ୍ଟମର ସାହାଯ୍ୟରେ କନଣ୍ଟେକୁ ବିଷ୍ଳେଷଣ କରେ ଏବଂ ଯଦି ଏଥିରେ କିଛି ହିଂସାତ୍ମକ ସ୍ବଭାବ ପାଏ, ସେ ଏହାକୁ ପ୍ରୋଆକ୍ଟିଭଲି ଡିଟେକ୍ଟ କରିପାରେ । ତାହା ପୁଣି କୌଣସି ୟୁଜର୍ସଙ୍କ ରିପୋର୍ଟ କରିବା ପୂର୍ବରୁ କନଣ୍ଟେକୁ ବିଷ୍ଲେଷଣ କରି ଭଲସେ ବୁଝିପାରେ ।
‘ଅଟୋମେସନ’ ହେଉଛି ଦ୍ୱିତୀୟ ଚରଣ, ଯେଉଁଠାରେ AI ସିଷ୍ଟମଗୁଡ଼ିକ କେତେକ କ୍ଷେତ୍ରରେ ସ୍ୱୟଂଚାଳିତ ନିଷ୍ପତ୍ତି ନେଇଛନ୍ତି ଯେଉଁଠାରେ ଫେସବୁକ ଗାଇଡଲାଇର ଉଲ୍ଲଂଘନ ହେବାର ସମ୍ଭାବନା ଅଧିକ।
ହିଂସାତ୍ମକ କଣ୍ଟେଣ୍ଟ ଚିହ୍ନଟ କରିବାକୁ AIର ସାହାର୍ଯ୍ୟ ନେବ ଫେସବୁକ ଫେସବୁକରେ ପ୍ରଡକ୍ଟ ମ୍ୟାନେଜମେଣ୍ଟ ନିର୍ଦ୍ଦେଶକ ଜେଫ କିଙ୍ଗ କହିଛନ୍ତି, ରିମୋର୍ଟ କନଣ୍ଟେଟ ରିଭ୍ୟୁ ଓ୍ବର୍କଫୋର୍ସ ସହିତ COVID-19 ମହାମାରୀ ସମୟରେ ଏହି ସିଷ୍ଟମଗୁଡିକ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଛି ।
ତୃତୀୟ ଚରଣ ହେଉଛି ‘ପ୍ରାଥମିକତା’। ଏହି କ୍ରମରେ ରିପୋର୍ଟ ହୋଇଥିବା ବିଷୟବସ୍ତୁକୁ ଦେଖିବା ପରିବର୍ତ୍ତେ, ସମୀକ୍ଷା କରିବାକୁ ଥିବା ଗୁରୁତ୍ବପୂର୍ଣ ବିଷୟବସ୍ତୁକୁ ପ୍ରାଥମିକତା ଦେଇଥାଏ, ଏହା ଫେସବୁକକୁ ରିପୋର୍ଟ କରାଯାଇଥିଲା ।
ହିଂସାତ୍ମକ କଣ୍ଟେଣ୍ଟ ଚିହ୍ନଟ କରିବାକୁ AIର ସାହାର୍ଯ୍ୟ ନେବ ଫେସବୁକ ତଥାପି, ଫେସବୁକ ସ୍ବୀକାର କରିଛି ଯେ, ଏମିତି କିଛି କ୍ଷେତ୍ର ଅଛି ଯେଉଁଠାରେ ଲୋକମାନେ ବିଷୟବସ୍ତୁକୁ ସମୀକ୍ଷା କରିବା ଜରୁରୀ ଅଟେ।
ହିଂସାତ୍ମକ କଣ୍ଟେଣ୍ଟ ଚିହ୍ନଟ କରିବାକୁ AIର ସାହାର୍ଯ୍ୟ ନେବ ଫେସବୁକ ସ୍ପାମ ପରି ଉଲ୍ଲଂଘନକୁ ସମୀକ୍ଷା କରିବା ପାଇଁ ଫେସବୁକ କହିଛି ଯେ, ସମସ୍ତ ପ୍ରକାରର ଉଲ୍ଲଂଘନ ମଧ୍ୟରେ ଅଧିକ ବିଷୟବସ୍ତୁ ସମୀକ୍ଷା କରିବାକୁ ଏହା ପ୍ରଥମେ ଏହାର ସ୍ୱୟଂଚାଳିତ ସିଷ୍ଟମ ବ୍ୟବହାର କରିବାକୁ ଯାଉଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ