ପ୍ରତିଟି ପ୍ରେମ ପକ୍ଷୀଙ୍କୁ ଭାଲେନଣ୍ଟାଇନ୍ ସପ୍ତାହ ପାଇଁ ଥାଏ ଅନେକ ଦିନର ଅପେକ୍ଷା । କୁହାଯାଏ ନିଜ ପାର୍ଟନରଙ୍କ ପ୍ରତି ପ୍ରେମ ଜାହିର କରିବାପାଇଁ ଏହି ସପ୍ତାହ ହେଉଛି ସୁବର୍ଣ୍ଣ ସୁଯୋଗ । ତେବେ ଆପଣ ଯଦି ଏହି ଦିନକୁ ଖାସ୍ କରିବା ପାଇଁ ଚାହୁଁଛନ୍ତି ତେବେ ଆମେ ଆପଣଙ୍କୁ ପାଇଁ ଆଣିଛୁ କିଛି ଏପରି ଟିପ୍ସ ଯାହା ଆପଣଙ୍କୁ ଏହି ଦିନକୁ ସ୍ପେସିଆଲ କରିବା ପାଇଁ ଦେବ ଏକ ଡିଫରେଣ୍ଟ ଲୁକ୍ ।
ନିଜର ଖାସ୍ ଦିନରେ କିଏ ଅବା ସୁନ୍ଦର ଦେଖାଯିବାକୁ ଚାହେଁନା । ମାତ୍ର ନିଜର ପୋଷାକକୁ ନେଇ ସର୍ବଦା ମହିଳାଙ୍କ ପାଖରେ ଦଖିବାକୁ ମିଳିଥାଏ କନଫ୍ୟୁଜନ୍ । ଆଉ ଆପଣଙ୍କ ଏହି କନଫ୍ୟୁଜନ ଦୂର କରିବ ଆମର ଏହି ଟିପ୍ସ ।
ଜମସୁଟ୍
ଯଦି ଏହି ଭ୍ୟାଲେଣ୍ଟାଇନ୍ ଡେ ରେ ଆପଣ ନିଜକୁ ଏକ ଷ୍ଟାଇଲିସ୍ ଲୁକ୍ ଦେବାକୁ ଚାହୁଁଛନ୍ତି ତେବେ ଜମସୁଟ୍ ଏକ ଭଲ ଆଉଟଫିଟ୍ ନିଶ୍ଚିତ । ତେବେ ଏହି ଆଉଟଫିଟରେ ମଧ୍ୟ ଆପଣଙ୍କ ପାଖରେ ରହିଛି ଅନକ ଅପସନ୍ । ତେବେ ଏଥିରେ ଆପଣ ଅପସଲଡର୍ , ଡିପ୍ ନେକ୍ ଏବଂ ପ୍ରିଣ୍ଟେଡ୍ ଜମସୁଟ୍ ପିନ୍ଧିପାରିବେ ।
ହାଇବେଷ୍ଟ ପ୍ଲେନ୍ ସ୍କଟ୍
ଏହା ସବୁ ପୁରୁଷଙ୍କ ଇଚ୍ଛା ରହିଥାଏ ଯେ, ତାଙ୍କ ଲେଡି ଲଭ୍ ସବୁଠାରୁ ଅଧିକ ସୁନ୍ଦର ଦେଖାଯାଉ । ତେବେ ଏହି ଭାଲେନଣ୍ଟାଇନ ଡେ ପାଇଁ ହାଇବେଷ୍ଟ ପ୍ଲେନ୍ ସ୍କଟ୍ ଆପଣଙ୍କ ପାଇଁ ବେଷ୍ଟ ଅପସନ୍ । ଏହି ସ୍କଟ ସହ ଆପଣ ଯେ କୌଣସି ଟପ୍କୁ ଇନ୍ କରି ପିନ୍ଧନ୍ତୁ । ଏହା ଆପଣଙ୍କୁ ଏକ ପରଫେକ୍ଟ ଲୁକ୍ ଦେବ ।
ଟର୍ଟଲ ନେକ୍ ସ୍ବେଟର ଏ ସ୍କିଲ୍ ଜିନ୍ସ