ଓଡିଶା

odisha

ETV Bharat / jagte-raho

ଆତଙ୍କୀଙ୍କୁ ସମର୍ଥନ କରି ପୁଲୱାମାରୁ 2 ଗିରଫ - ଫୁଲୱାମାରୁ ଦୁଇ ଆଦଙ୍କବଦୀ ସମର୍ଥକ ଗିରଫ

ଆତଙ୍କବାଦୀଙ୍କୁ ସମର୍ଥନ ନେଇ ଦୁଇ ଜଣଙ୍କୁ ଗିରଫ କରିଛି ପୁଲୱାମା ପୋଲିସ । ଗିରଫ ଦ୍ବୟ ଦକ୍ଷିଣ-କାଶ୍ମୀରରେ ବିଭିନ୍ନ ଘଟଣାରେ ଆତଙ୍କବାଦୀ ଗୋଷ୍ଠୀଙ୍କୁ ସହଯୋଗ କରୁଥିବା କହିଛି ପୋଲିସ । ଅଧିକ ସୂଚନା ପାଇଁ ପଢନ୍ତୁ...

Two terrorist associates arrested by Pulwama police
ଫୁଲୱାମାରୁ ଦୁଇ ଆଦଙ୍କବଦୀ ସମର୍ଥକ ଗିରଫ

By

Published : Feb 25, 2020, 11:41 PM IST

ଶ୍ରୀନଗର: ଆତଙ୍କବାଦୀଙ୍କ ସହ ସମ୍ପର୍କ ରଖି ପୁଲୱାମାରୁ ଦୁଇ ଯୁବକ ଗିରଫ । ଗିରଫ ଦ୍ବୟ ହେଲେ ରତନୀପୁରାର ଆକିବ ଲୋନ ଓ ଗୁଲୱାଗର ନାସିର ଅହମ୍ମଦ ହୁରା । ଦକ୍ଷିଣ କାଶ୍ମୀରରେ ବିଭିନ୍ନ ଘଟଣାରେ ସେମାନେ ଆତଙ୍କବାଦୀଙ୍କୁ ସମର୍ଥନ କରିଥିବା ନେଇ କହିଛି ପୋଲିସ ।

ଏମାନଙ୍କ ଠାରୁ ବିପୁଳ ମାତ୍ରାରେ ବିସ୍ସୋରକ ସାମଗ୍ରୀ ଓ ଗୁଳିଗୋଳା ଜବତ ହୋଇଛି । ଗିରଫ ଦ୍ବୟ କାଶ୍ମୀରେ ହିଂସାକାଣ୍ଡ ଘଟାଉଥିବା ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀଙ୍କୁ ସହଯୋଗ କରୁଥିଲେ । ଏନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

@ANI

ABOUT THE AUTHOR

...view details