ଚଣ୍ଡିଗଡ: ହରିୟାଣାର ଗୁରୁଗ୍ରାମର ଏକ ପିଜିରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଦ୍ବୟ କେନିଆର ନାଗରିକ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଜଣେ ମହିଳା ଥିବା ପୋଲିସ କହିଛି ।
ଗୁରୁଗ୍ରାମର ହଷ୍ଟେଲରୁ ଦୁଇ କେନିଆ ନାଗରିକଙ୍କ ମୃତଦେହ ଉଦ୍ଧାର - ଗୁରୁଗ୍ରାମରୁ ଦୁଇ କେନିଆ ନାଗରିକ ମୃତ ହେହ ଉଦ୍ଧାର
ହରିୟାଣା ଗୁରୁଗ୍ରାମର ଏକ ହଷ୍ଟେଲରୁ ଦୁଇ କେନିଆ ନାଗରିକଙ୍କ ମୃତଦେହ ଉଦ୍ଧାର ହୋଇଛି । ଏନେଇ କେନିଆ ଦୂତାବାସକୁ ପୋଲିସ ଖବର ଦେବା ସହ ତଦନ୍ତ ଜାରି ରଖିଛି । ଅଧିକ ସୂଚନା ପାଇଁ ପଢନ୍ତୁ...
![ଗୁରୁଗ୍ରାମର ହଷ୍ଟେଲରୁ ଦୁଇ କେନିଆ ନାଗରିକଙ୍କ ମୃତଦେହ ଉଦ୍ଧାର Two Kneyan nationals bodies found in Gurugram](https://etvbharatimages.akamaized.net/etvbharat/prod-images/768-512-6121886-thumbnail-3x2-kneya.jpg)
କେନିଆ ନାଗରିକ ମୃତ ଦେହ ଉଦ୍ଧାର
ପୁରୁଷର ଝୁଲନ୍ତା ଅବସ୍ଥାରେ ଓ ମହିଳାଙ୍କ ମୃତଦେହକୁ ତଳୁ ଉଦ୍ଧାର କରିଥିବା ପୋଲିସ କହିଛି । ପୋଲିସର ପ୍ରାଥମିକ ସୂଚନା ମୁତାବକ ମୃତ ମହିଳା ଜଣକ ଏକ ସ୍କୁଲରେ ଶିକ୍ଷକ ଥିବାବେଳେ ପୁରୁଷ ଜଣକ ତାର ପାର୍ଟନର ଥିଲେ । ଏନେଇ କେନିଆ ଦୂତାବାସକୁ ଖବର ଦିଆଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।
@ANI
TAGGED:
ଦୁଇ କେନିଆ ନାଗରିକ ମୃତ