ଓଡିଶା

odisha

ETV Bharat / jagte-raho

ଘରୋଇ କଳିର କରୁଣ ପରିଣତି, ମା’କୁ ପିଟିପିଟି ମାରିଦେଲେ ଦୁଇ ପୁଅ

ଘରୋଇ କଳିର କରୁଣ ପରିଣତି । ମା’କୁ ପିଟିପିଟି ମାରିଦେଲା ଦୁଇ ପୁଅ । ଅଧିକ ପଢନ୍ତୁ...

By

Published : Sep 17, 2020, 12:46 PM IST

Updated : Sep 17, 2020, 3:36 PM IST

ଘରୋଇ କଳିର କରୁଣ ପରିଣତି, ମା’କୁ ପିଟିପିଟି ମାରିଦେଲା ପୁଅ
ଘରୋଇ କଳିର କରୁଣ ପରିଣତି, ମା’କୁ ପିଟିପିଟି ମାରିଦେଲା ପୁଅ

ଭୁବନେଶ୍ବର: ଘରୋଇ କଳିର କରୁଣ ପରିଣତି । ନିଜ ଜନ୍ମକଲା ମା’କୁ ଛାଡିଲେନି ନୃଶଂସ ପୁଅ । ପିଟିପିଟି ମାରିଦେଲେ ଜନ୍ମକଲା ମା’କୁ । ଏୟାରଫିଲ୍ଡ ଥାନାର ସୁନ୍ଦରପଦା ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଘଟିଛି ।

ଘରୋଇ କଳିର କରୁଣ ପରିଣତି, ମା’କୁ ପିଟିପିଟି ମାରିଦେଲେ ଦୁଇ ପୁଅ

ସୁନ୍ଦରପଦାର ଏକ ଆପାର୍ଟମେଣ୍ଟରେ ଏହି ନୃଶଂସ ହତ୍ୟାକାଣ୍ଡ ଘଟିଛି । ମା’କୁ ନିଜ ଦୁଇ ନାବାଳକ ପୁଅ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଫଳରେ ମୃତଦେହ ଜବତ କରିବା ସହ ଦୁଇ ପୁଅକୁ ଅଟକ ରଖିଛି ପୋଲିସ । ଏହାସହ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Sep 17, 2020, 3:36 PM IST

ABOUT THE AUTHOR

...view details