ମୁମ୍ବାଇ: ଡ୍ରଗ୍ସ କାରବାର ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । ଦୁଇ ଅଭିଯୁକ୍ତଙ୍କ ଠାରୁ 6 ଲକ୍ଷ ଟଙ୍କାର 2ଶହ ଗ୍ରାମର ନିଷିଦ୍ଧ (ଏମଡି) ମେଫେଡ୍ରୋନ ଡ୍ରଗ୍ସ ଜବତ ହୋଇଥିବା ପୋଲିସ କହିଛି ।
6 ଲକ୍ଷ ଟଙ୍କାର ଡ୍ରଗ୍ସ ଜବତ, ଦୁଇ ଜଣଙ୍କୁ କାବୁ କଲା ପୋଲିସ - 6 ଲକ୍ଷ ଟଙ୍କାର ନିଷିଦ୍ଧ ଡ୍ରଗ୍ସ ଜବତ, ଦୁଇ କୁ କାବୁ କଲା ପୋଲିସ
6 ଲକ୍ଷ ଟଙ୍କାର ଡ୍ରଗ୍ସ କାରବାରରେ ଜଡିତ ଥିବା ଦୁଇ ଯୁବକଙ୍କୁ ଗିରଫ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ ପୋଲିସ । ଅଧିକ ସୂଚନା ପାଇଁ ପଢନ୍ତୁ ...
![6 ଲକ୍ଷ ଟଙ୍କାର ଡ୍ରଗ୍ସ ଜବତ, ଦୁଇ ଜଣଙ୍କୁ କାବୁ କଲା ପୋଲିସ mumbai police arrest two accused in drug case](https://etvbharatimages.akamaized.net/etvbharat/prod-images/768-512-6363583-thumbnail-3x2-mumbai.jpg)
mumbai police arrest two accused in drug case
ପୋଲିସ ସୂଚନା ମୁତାବକ ମଙ୍ଗଳବାର ପଶ୍ଚିମ ମୁମ୍ବାଇର ମେଟ୍ରୋପୋଲିଟେନ ମାଜିଷ୍ଟ୍ରେଟ କୋର୍ଟ ନିକଟରୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୋଲିସ ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରିଛି । ଏନେଇ ଏକ ମାମଲା ରୁଜୁ କରି ପରବର୍ତ୍ତୀ ତଦନ୍ତ ଜାରି ରଖିଛି ପୋଲିସ ।
@ANI