ଶ୍ରୀନଗର: ସେନା ମିଳିତ ସର୍ଚ୍ଚ ଅପରସେନ ବେଳେ ସୋଫିଆନା ବରଗାମରୁ ମିଳିଲା ବିପୁଳ ଅସ୍ତ୍ରଶସ୍ତ୍ର । ଜାମୁ-କାଶ୍ମୀରରେ ଶାନ୍ତି ପ୍ରତିଷ୍ଠା ପାଇଁ ସେନା ଓ ପୋଲିସ ଲଗାତାର ପ୍ରୟାସ ଜାରି ରଖିଛି । ଏହି କ୍ରମରେ ଆଜି କାଶ୍ମୀରର ସୋଫିଆନାର ର ଏକ ଘରୁ ସେନା ବିସ୍ପୋରକ ଦ୍ରବ୍ୟ ଓ ଗୋଳାବାରୁଦ ଜବତ କରିଛି ।
ସେନାର ସର୍ଚ୍ଚ ଅପରସେଶନ , ବିପୁଳ ବିସ୍ପୋରକ ଓ ଅସ୍ତ୍ରଶସ୍ତ୍ର ଜବତ - ସେନାର ସର୍ଚ୍ଚ ଅପରସେଶନ , ବିପୁଳ ବିସ୍ପୋରକ ଓ ଅସ୍ତ୍ରଶସ୍ତ୍ର ଜବତ
ସେନାର ମିଳିତ ସର୍ଚ୍ଚ ଅପରସେନ ବେଳେ ସୋଫିଆନା ବରଗାମରୁ ମିଳିଲା ବିପୁଳ ଅସ୍ତ୍ରଶସ୍ତ୍ର । ଅଧିକ ସୂଚନା ପାଇଁ ପଢନ୍ତୁ ...
ସେନାର ସର୍ଚ୍ଚ ଅପରସେଶନ , ବିପୁଳ ବିସ୍ପୋରକ ଓ ଅସ୍ତ୍ରଶସ୍ତ୍ର ଜବତ
ଏକ ଗୁପ୍ତ ଖବର ପାଇ ସେନା ବନଗ୍ରାମରୁ ଏକ ଘର ଉପରେ ଅତର୍କିତ ଚଢଉ କରିଥିଲା । ଏନେଇ ସମ୍ପୃକ୍ତ ଘଟଣାରେ ସେନା ଓ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି ।
@ANI
TAGGED:
AA