କିଭ:ୟୁକ୍ରେନରେ ଋଷର ବର୍ବରୋଚିତ ଆକ୍ରମଣରେ ଅନେକ ଦୁଃଖଦାୟକ ଚିତ୍ର ସାମ୍ନାକୁ ଆସିଛି । ଋଷର ବର୍ବରୋଚିତ ଆକ୍ରମଣରେ ଅନେକଙ୍କ ଜୀବନ ଯାଇଥିବା ବେଳେ କିଏ ନିଜ ମା'କୁ ହରାଇଛି ତ ପୁଣି କିଏ ବାପା ଓ ଭାଇ ସହ ପୁରା ପରିବାରକୁ ହରାଇଛି । ଏହି ସମୟରେ ସାମ୍ନାକୁ ଆସିଛି ଏକ ୯ ବର୍ଷୀୟ ଶିଶୁକନ୍ୟାର ଭାବପ୍ରବଣ ଚିଠି । ଋଷ ସେନାର ଆକ୍ରମଣରେ ମାଙ୍କୁ ହରାଇବା ପରେ ଶିଶୁକନ୍ୟା ଜଣଙ୍କ ଏହି ଚିଠି ଲେଖିଛି । ଯାହା ଯେ କେହିବି ଶୁଣିଲେ ଆଖିରୁ ଲୁହ ଝରି ଆସିବ ।
ଏହା ମଧ୍ୟ ପଢନ୍ତୁ: ଗୋଟିଏ ହାତରେ ବନ୍ଧୁକ, ଆର ହାତରେ ଗୋଲାପ: ଯୁଦ୍ଧକ୍ଷେତ୍ରରେ ବିବାହ କଲେ 2 ୟୁକ୍ରେନ ସୈନ୍ୟ