ନୂଆଦିଲ୍ଲୀ:ପୁଣି ଟ୍ବିଟରକୁ ନେଇ ନୂଆ ଟ୍ବିଷ୍ଟ ଆଣିଲେ ଏଲନ ମସ୍କ । ଟ୍ବିଟର କିଣିବା ଚୁକ୍ତିକୁ ସାମୂହିକ ଭାବେ କିଛି ଦିନ ଲାଗି ସ୍ଥଗିତ ରଖିଲେ ଏଲନ ମସ୍କ । ନକଲି ଆକାଉଣ୍ଟ ଓ ସ୍ପାମ ଆକାଉଣ୍ଟର ତଥ୍ୟ ଟ୍ବଟର ପକ୍ଷରୁ ପ୍ରଦାନ କରାଯାଇ ନଥିବାରୁ ସ୍ଥଗିତ ରଖିଛନ୍ତି ମସ୍କ । ତେବେ ଟ୍ୱିଟର ଆକଳନ କରୁଛି ଫେକ୍ ୟୁଜର୍ସଙ୍କ ସଂଖ୍ୟା 5 ପ୍ରତିଶତରୁ କମ ହୋଇପାରେ ।
Twitter ନେଇ ନୂଆ ଟ୍ୱିଷ୍ଟ: ଫେକ୍ ୟୁଜର୍ସ ଡାଟା ମାଗିଲେ ମସ୍କ, ସ୍ଥଗିତ ରଖିଲେ ଡିଲ୍ - ଟ୍ବିଟର କିଣିବା ଚୁକ୍ତିକୁ ସ୍ଥଗିତ
ପୁଣି ଟ୍ବିଟରକୁ ନେଇ ନୂଆ ଟ୍ବିଷ୍ଟ ଆଣିଲେ ଏଲନ ମସ୍କ । ଟ୍ବିଟର କିଣିବା ଚୁକ୍ତିକୁ ସାମୂହିକ ଭାବେ କିଛି ଦିନ ଲାଗି ସ୍ଥଗିତ ରଖିଲେ ଏଲନ ମସ୍କ । ଅଧିକ ପଢନ୍ତୁ
Twitter Deal:ସ୍ଥଗିତ ରଖିଲେ ଏଲନ ମସ୍କ
ଏଲନ ମସ୍କଙ୍କ ଆକଳନ ହିସାବରେ ମଧ୍ୟ ୫ ପ୍ରତିଶତ ନକଲି ଓ ସ୍ପାମ ଟ୍ବିଟର ଆକାଉଣ୍ଟ ସକ୍ରିୟ ରହିଛି । ତେବେ ଏହାର ପ୍ରକୃତ ତଥ୍ୟ ମସ୍କ ଟ୍ବିଟରକୁ ମାଗିଥିବାବେଳେ ଟ୍ବିଟର ପକ୍ଷରୁ ଏପର୍ଯ୍ୟନ୍ତ ପ୍ରଦାନ କରାଯାଇ ନାହିଁ । ଏଥିସହ ୪୪ ବିଲିୟନ ଡଲାର ଡିଲକୁ ସ୍ଥଗିତ ରଖିଛନ୍ତି ମସ୍କ ।
@ANI
Last Updated : May 13, 2022, 7:26 PM IST