ଓଡିଶା

odisha

Twitter ନେଇ ନୂଆ ଟ୍ୱିଷ୍ଟ: ଫେକ୍ ୟୁଜର୍ସ ଡାଟା ମାଗିଲେ ମସ୍କ, ସ୍ଥଗିତ ରଖିଲେ ଡିଲ୍

By

Published : May 13, 2022, 5:56 PM IST

Updated : May 13, 2022, 7:26 PM IST

ପୁଣି ଟ୍ବିଟରକୁ ନେଇ ନୂଆ ଟ୍ବିଷ୍ଟ ଆଣିଲେ ଏଲନ ମସ୍କ । ଟ୍ବିଟର କିଣିବା ଚୁକ୍ତିକୁ ସାମୂହିକ ଭାବେ କିଛି ଦିନ ଲାଗି ସ୍ଥଗିତ ରଖିଲେ ଏଲନ ମସ୍କ । ଅଧିକ ପଢନ୍ତୁ

Twitter Deal:ସ୍ଥଗିତ ରଖିଲେ ଏଲନ ମସ୍କ
Twitter Deal:ସ୍ଥଗିତ ରଖିଲେ ଏଲନ ମସ୍କ

ନୂଆଦିଲ୍ଲୀ:ପୁଣି ଟ୍ବିଟରକୁ ନେଇ ନୂଆ ଟ୍ବିଷ୍ଟ ଆଣିଲେ ଏଲନ ମସ୍କ । ଟ୍ବିଟର କିଣିବା ଚୁକ୍ତିକୁ ସାମୂହିକ ଭାବେ କିଛି ଦିନ ଲାଗି ସ୍ଥଗିତ ରଖିଲେ ଏଲନ ମସ୍କ । ନକଲି ଆକାଉଣ୍ଟ ଓ ସ୍ପାମ ଆକାଉଣ୍ଟର ତଥ୍ୟ ଟ୍ବଟର ପକ୍ଷରୁ ପ୍ରଦାନ କରାଯାଇ ନଥିବାରୁ ସ୍ଥଗିତ ରଖିଛନ୍ତି ମସ୍କ । ତେବେ ଟ୍ୱିଟର ଆକଳନ କରୁଛି ଫେକ୍ ୟୁଜର୍ସଙ୍କ ସଂଖ୍ୟା 5 ପ୍ରତିଶତରୁ କମ ହୋଇପାରେ ।

ଏଲନ ମସ୍କଙ୍କ ଆକଳନ ହିସାବରେ ମଧ୍ୟ ୫ ପ୍ରତିଶତ ନକଲି ଓ ସ୍ପାମ ଟ୍ବିଟର ଆକାଉଣ୍ଟ ସକ୍ରିୟ ରହିଛି । ତେବେ ଏହାର ପ୍ରକୃତ ତଥ୍ୟ ମସ୍କ ଟ୍ବିଟରକୁ ମାଗିଥିବାବେଳେ ଟ୍ବିଟର ପକ୍ଷରୁ ଏପର୍ଯ୍ୟନ୍ତ ପ୍ରଦାନ କରାଯାଇ ନାହିଁ । ଏଥିସହ ୪୪ ବିଲିୟନ ଡଲାର ଡିଲକୁ ସ୍ଥଗିତ ରଖିଛନ୍ତି ମସ୍କ ।

@ANI

Last Updated : May 13, 2022, 7:26 PM IST

ABOUT THE AUTHOR

...view details