ଇରାନ: ଆଜି ଇରାନ ନିର୍ବାଚନ । 290 ସାଂସଦଙ୍କୁ ବାଛିବେ ଇରାନ ଜନତା । ଆମେରିକା ସହିତ ଇରାନର ଚାଲିଥିବା ତିକ୍ତତା ସମୟରେ ଏହି ନିର୍ବାଚନ ଅନେକ ଗୁରୁତ୍ବ ରଖିଥିବା କୁହାଯାଉଛି ।
ଆଜି ଇରାନ ନିର୍ବାଚନ, 290 ସାଂସଦଙ୍କୁ ବାଛିବେ ଜନତା - 290 ସାଂସଦଙ୍କୁ ବାଛିବେ ଜନତା
ଆଜି ଇରାନ ନିର୍ବାଚନ । 290 ସାଂସଦଙ୍କୁ ବାଛିବେ ଇରାନ ଜନତା । ଅଧିକ ପଢନ୍ତୁ...
ଆଜି ଇରାନ ନିର୍ବାଚନ, 290 ସାଂସଦଙ୍କୁ ବାଛିବେ ଜନତା
ଏହି ନିର୍ବାଚନରେ ପାଖାପାଖି 5 କୋଟି 80 ଲକ୍ଷ ଭୋଟର ଭାଗ ନେବେ ବୋଲି ଜଣାପଡିଛି । ତେବେ 2018 ମସିହାରେ ଇରାନ ପରମାଣୁ ଚୁକ୍ତିରୁ ଆମେରିକା ବାହାରିଯିବା ପରେ ଏହା ଇରାନରେ ପ୍ରଥମ ନିର୍ବାଚନ ହେଉଥିବାରୁ ଏହା ଉପରେ ବିଶ୍ବବାସୀଙ୍କ ନଜର ରହିଛି ।
ସୌଜନ୍ୟ: ଡିଡି