ଡମସକସ୍: ସିରିଆରେ ଗ୍ୟାସ ପାଇପଲାଇନ ବିସ୍ଫୋରଣ । ସିରିଆର ରାଜଧାନୀ ଡମସକସ ଅଞ୍ଚଳରେ ଗ୍ୟାସ ପାଇପଲାଇନ ବିସ୍ଫୋରଣ ହୋଇଛି । ଯାହାକୁ ନେଇ ସିରିଆରେ ବିଦ୍ୟୁତ ସେବା ବନ୍ଦ କରାଯାଇଛି ବୋଲି ରାଜ୍ୟ ସମ୍ବାଦ ଏଜେନ୍ସି ରିପୋର୍ଟ କରିଛି।
ସିରିଆରେ ଗ୍ୟାସ ପାଇପଲାଇନ ବିସ୍ଫୋରଣ - ଗ୍ୟାସ ପାଇପଲାଇନ ବିସ୍ଫୋରଣ
ସିରିଆର ରାଜଧାନୀ ଡମକ୍ସସ ଅଞ୍ଚଳରେ ଗ୍ୟାସ ପାଇପଲାଇନ ବିସ୍ଫୋରଣ ହୋଇଛି । ଯାହାକୁ ନେଇ ସିରିଆରେ ବିଦ୍ୟୁତ ସେବା ବନ୍ଦ କରାଯାଇଛି ବୋଲି ରାଜ୍ୟ ସମ୍ବାଦ ଏଜେନ୍ସି ରିପୋର୍ଟ କରିଛି।

ସିରିଆରେ ଗ୍ୟାସ ପାଇପଲାଇନ ବିସ୍ଫୋରଣ
ସିରିଆର ରାଜଧାନୀ ନିକଟ ଆଡ ଡୁମାୟର ଏବଂ ଆଡ୍ରା ଅଞ୍ଚଳ ମଧ୍ୟରେ ଘଟିଥିବା ଏହି ବିସ୍ଫୋରଣ ଆତଙ୍କବାଦୀ କାର୍ଯ୍ୟ ହୋଇପାରେ ବୋଲି ସୋମବାର ସକାଳେ ରାଜ୍ୟ ସମ୍ବାଦ ଏଜେନ୍ସି ଟ୍ବିଟରରେ କହିଛି ।