ବେରୁଟ: ଲେବାନନର ରାଜଧାନୀ ବେରୁଟ ବିସ୍ଫୋରଣ ଘଟଣାର 20 ଦିନ ପରେ ଏଠାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ଖବର ଧିରେ ଧିରେ ସାମ୍ନାକୁ ଆସିବାରେ ଲାଗିଛି । ତେବେ ଏହି ଘଟଣାରେ ପାଖାପାଖି 2060 ରେସ୍ତୋରାଁ ସମେତ 163ଟି ହୋଟେଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଛି ।
ବେରୁଟ ବିସ୍ଫୋରଣ ଘଟଣା: 2600 ରେସ୍ତୋରାଁ ସହ 163 ହୋଟେଲ ସମ୍ପୂର୍ଣ୍ଣ ନଷ୍ଟ - ବେରୁଟ ବିସ୍ଫୋରଣ ଘଟଣା
ବେରୁଟ ବିସ୍ଫୋରଣ ଘଟଣାର 20 ଦିନ ପରେ 2060 ରେସ୍ତୋରାଁ ସମେତ 163ଟି ହୋଟେଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଛି । ଅଧିକ ପଢନ୍ତୁ...
![ବେରୁଟ ବିସ୍ଫୋରଣ ଘଟଣା: 2600 ରେସ୍ତୋରାଁ ସହ 163 ହୋଟେଲ ସମ୍ପୂର୍ଣ୍ଣ ନଷ୍ଟ](https://etvbharatimages.akamaized.net/breaking/breaking_1200.png)
Breaking News
ଅନ୍ୟପକ୍ଷେ ଘଟଣାକୁ ନେଇ ଏବେ ବି ଏଠାକାର ଲୋକଙ୍କ ମନରୁ ଭୟ ଦୂରେଇ ପାରୁନାହିଁ । ଲୋକେ ମାନସିକ ଚାପରେ ରହୁଥିବା ଏକ ଆଧିକାରୀକ ସୂତ୍ରରୁ ସୂଚନା ମିଳିଛି ।
ଅଗଷ୍ଟ 4ରେ ଲେବନାନର ରାଜଧାନୀ ବେରୁତରେ ବଡ ଧରଣର ବୋମା ବିସ୍ଫୋରଣ ହୋଇଥିଲା। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏବେ ସୁଦ୍ଧା 180 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପାଖାପାଖି 3700 ଆହତ ହୋଇଥିଲେ ।