ପୋର୍ଟ ଭିଲ୍ଲା: ଭୂକମ୍ପରେ ଥରିଲା ଭାନୁଆତୁ ଦ୍ବୀପ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 6.7 ଆକଳନ ହୋଇଛି । ଆଜୁ ସକାଳୁ 14 କିଲୋମିଟର ଗଭୀରତା ଭୂକମ୍ପ ହୋଇଥିବା ଜିଓଲୋଜିକାଲ ସର୍ଭେରୁ ଜଣାପଡିଛି ।
ଭୂକମ୍ପର ଗଭିରତା 14 କିଲୋମିଟର ଥିବା ବେଳେ ଭୂକମ୍ପ କେନ୍ଦ୍ର ପ୍ରଥମେ 17.75 ଡିଗ୍ରୀ ଦକ୍ଷିଣ ଅକ୍ଷାଂଶ ପରେ 167.759 ଡିଗ୍ରୀ ପୂର୍ବ ଦ୍ରାଘିମାରେ ସ୍ଥିର ହୋଇଥିଲା। ଏ ପର୍ଯ୍ୟନ୍ତ ଭୂକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।