ମାନିଲା: ଫିଲିପାଇନ୍ସର ମାନିଲାରେ ଭୂ-କମ୍ପର ଶକ୍ତ ଝଟକା । ମାନିଲାର ଦକ୍ଷିଣପୂର୍ବ ଅଞ୍ଚଳରେ 6.4 ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଆଜି ସକାଳୁ ଭୂ-କମ୍ପ ହୋଇଥିବା ନେଇ ଭାରତର ଜାତୀୟ ସେସମୋଲୋଜି ପକ୍ଷରୁ ସୂଚନା ମିଳିଛି ।
ଫିଲିପାଇନ୍ସରେ ଶକ୍ତ ଭୂକମ୍ପ, ରିକ୍ଟର ସ୍କେଲର ତୀବ୍ରତା 6.4 - ରିକ୍ଟର ସେଲର ତୀବ୍ରତା 6.4
ଫିଲିପାଇନ୍ସରେ ମାନିଲାରେ ଭୂକମ୍ପର ଶକ୍ତ ଝଟକା । ରିକ୍ଟର ସ୍କେଲରେ ତୀବ୍ରତା 6.4 ରେକର୍ଡ କରାଯାଇଛି ।
ଫିଲିଫାଇନ୍ସର ମାନିଲାରେ ଶକ୍ତ ଭୂ-କମ୍ପ
ଫିଲିପାଇନ୍ସର ମାନିଲା ଠାରୁ 451 କିଲୋମିଟର ଦକ୍ଷିଣ-ପୂର୍ବ (SE) ରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ଭୂପୃଷ୍ଠଠାରୁ 10 କିଲୋମିଟର ଗଭୀରତାରେ ସ୍ଥାନୀୟ ସମୟ ସକାଳ 5:33 ରେ ଏହି ଭୂକମ୍ପ ହୋଇଥିଲା ।