ନୂଆଦିଲ୍ଲୀ: ଋଷିଆ ଓ ୟୁ୍କ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧକୁ ଆଜି ୨୦ ଦିନ ପୂରିଛି । ଏପଟେ ଦୁଇ ଦେଶ ମଧ୍ୟରେ ହୋଇଥିବା ୪ର୍ଥ ପର୍ଯ୍ୟାୟ ଶାନ୍ତି ଆଲୋଚନା ମଧ୍ୟ ଗତକାଲି ଅସଫଳ ହୋଇଛି । ମାତ୍ର କିଭ୍ ଦଖଲ ଲାଗି ଋଷ ଆରମ୍ଭ କରି ଦେଇଛି ଜବରଦସ୍ତ ଆକ୍ରମଣ ।
ଏହା ବି ପଢନ୍ତୁ:Ukraine-Russia War: ଯୁଦ୍ଧ ଜାରି ରହିଲେ ୩୫% ଯାଏଁ ଖସିବ ୟୁକ୍ରେନ ଅର୍ଥନୀତି