ବୋଗୋଟା:କଲମ୍ବିଆରେ ଭୟଙ୍କର କୋଇଲା ଖଣିରେ ବିସ୍ଫୋରଣ । ଏହି ଦୁର୍ଘଟଣାରେ 6 ଜଣଙ୍କ ମୃତ୍ୟୁ ହୋଇଛି, 3 ଜଣ ପୋତି ହୋଇଥିବା ଜଣାପଡିଛି । ଶୁକ୍ରବାର(ସ୍ଥାନୀୟ ସମୟ) ଦିନ ଏହି ଘଟଣାଟି ଘଟିଥିବାବେଳେ ଯାଞ୍ଚ ଆରମ୍ଭ କଲା ସ୍ଥାନୀୟ ପ୍ରଶାସନ ।
କଲମ୍ବିଆ କୋଇଲା ଖଣିରେ ବିସ୍ଫୋରଣ, 6 ମୃତ - ଭୟଙ୍କର କୋଇଲା ଖଣିରେ ବିସ୍ଫୋରଣ
ଖଣି ଭିତରେ ଗ୍ୟାସ୍ ଜମା ହେବା କାରଣରୁ ଏହି ବିସ୍ଫୋରଣ ହୋଇଥିଲା । ଏବେ ବି ସେ ଖଣି ଭିତରେ ତିନି ଜଣ ପୋତି ହୋଇ ରହିଯାଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

କଲମ୍ବିଆରେ ଭୟଙ୍କର କୋଇଲା ଖଣିରେ ବିସ୍ଫୋରଣ
EI zulia ମ୍ୟୁନିସିପାଲିଟିରେ ଥିବା ରିସ୍କ ମ୍ୟାନେଜମେଣ୍ଟ କାର୍ଯ୍ୟାଳୟର ନିର୍ଦ୍ଦେଶକ ଆଞ୍ଜେଲମିରୋ ବର୍ବେସି କହିଛନ୍ତି ଯେ ଖଣି ଭିତରେ ଗ୍ୟାସ୍ ଜମା ହେବା କାରଣରୁ ଏହି ବିସ୍ଫୋରଣ ଘଟିଛି।
@ANI