ଓଡିଶା

odisha

Russia-Ukraine War: ୟୁକ୍ରେନ ସେନାକୁ ପୁଟିନଙ୍କ ଆହ୍ବାନ, ନିଜ ହାତକୁ ଶାସନ ନିଏ

ନିଜ ହାତକୁ ଶାସନ ନିଏ ବୋଲି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ସେନାଙ୍କୁ ଆହ୍ବାନ ଦେଇଛନ୍ତି । ଅଧିକ ପଢନ୍ତୁ

By

Published : Feb 25, 2022, 8:54 PM IST

Published : Feb 25, 2022, 8:54 PM IST

Russia Ukraine War: ନିଜ ହାତତକୁ ଶାସନ ନିଏ କହିଲେ ପୁଟିନ
Russia Ukraine War: ନିଜ ହାତତକୁ ଶାସନ ନିଏ କହିଲେ ପୁଟିନ

ନୂଆଦିଲ୍ଲୀ: ନିଜ ହାତକୁ ଶାସନ ନିଏ ବୋଲି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ସେନାଙ୍କୁ ଆହ୍ବାନ ଦେଇଛନ୍ତି । ପ୍ରେସମିଟ୍‌ କରି ଏହା କହିଛନ୍ତି ପୁଟିନ । ଏଥିସହ ଦେଶର ସୁରକ୍ଷା ଓ ପରିଚାଳନା ନେତାଙ୍କ ହାତରେ ନଦେବାକୁ ସେ କହିଛନ୍ତି ।

ଯୁଦ୍ଧରେ ବିରାମ ଲଗେଇବା ପାଇଁ ୟୁକ୍ରେନ ସେନାକୁ ଏଭଳି କହିଛନ୍ତି ପୁଟିନ । ତେବେ ଏହା କେତେ ଦୂର ସଫଳ ହେଉଛୁ ତାହା ଆଗମୀ ସମୟରେ ଜଣାପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details