ଓଡିଶା

odisha

ETV Bharat / international

ଫ୍ରାନ୍ସ ଚର୍ଚ୍ଚରେ ପୁଣି ଆକ୍ରମଣ - ଫ୍ରାନ୍ସରେ ପୁଣି ଆକ୍ରମଣ

ଲିଓନ ସହରର ଏକ ଚର୍ଚ୍ଚରେ ଗ୍ରୀକ୍‌ ଫାଦରଙ୍କୁ ଆକ୍ରମଣ । ଗୁରୁତର ଅବସ୍ଥାରେ ଫାଦର ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି। ଅଧିକ ପଢନ୍ତୁ...

ଫ୍ରାନ୍ସ ଚର୍ଚ୍ଚରେ ପୁଣି ଆକ୍ରମଣ
ଫ୍ରାନ୍ସ ଚର୍ଚ୍ଚରେ ପୁଣି ଆକ୍ରମଣ

By

Published : Nov 1, 2020, 10:30 AM IST

ଲିଓନ: ଫ୍ରାନ୍ସରେ ପୁଣି ଆକ୍ରମଣ । ଲିଓନ ସହରର ଏକ ଚର୍ଚ୍ଚ ରେ ଗ୍ରୀକ୍‌ ଫାଦରଙ୍କୁ ଗୁଳି କଲେ ଆତତାୟୀ । ଶନିବାର ଆଟାକ କରାଯାଇଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଗୁରୁତର ଅବସ୍ଥାରେ ଫାଦରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୋଲିସଙ୍କ ସୂଚନାମୁତାବକ, ଦୁର୍ବୃତ୍ତ ଜଣକ ଏକୁଟିଆ ଆସି ଗୁଳି କରିଥିଲେ । ଆଟାକର କାରଣର ସ୍ପଷ୍ଟ ହୋଇନାହିଁ ।

ସୂଚନାଯୋଗ୍ୟ, ଗତ ଦୁଇ ପୂର୍ବରୁ ନୀସର ସହରର ଏକ କ୍ୟାଥୋଲିକ ଚର୍ଚ୍ଚରେ କିଛି ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏଥିରେ 3 ଜଣଙ୍କ ମୃତ୍ୟୁ ହୋଇଥିଲା ।

@ani

ABOUT THE AUTHOR

...view details