ନୂଆଦିଲ୍ଲୀ:ଦେଶର ନାଗରିକଙ୍କୁ ପୁଣି ୟୁକ୍ରେନର ନିବେଦନ । ୟୁକ୍ରେନ ସେନାରେ ସାମିଲ ହେବା ନେଇ ନିବେଦନ କଲେ ୟୁରୀ ଗାଲୁସ୍କିନ୍ । ତେବେ ଗତକାଲି ସେନାରେ ସାମିଲ ହେବାକୁ ୟୁକ୍ରେନ ରାଷ୍ଟ୍ରପତି କହିଥିଲେ ।
Russia Ukraine War: ସେନାରେ ସାମିଲ ହେବାକୁ ନାଗରିକଙ୍କୁ ପୁଣି ୟୁକ୍ରେନର ନିବଦେନ - ସେନାରେ ସାମିଲ ହେବାକୁ ୟୁକ୍ରେନର ନିବେଦନ
ୟୁକ୍ରେନ ପକ୍ଷରୁ ଦେଶର ନାଗରିକଙ୍କୁ ପୁଣି ନିବେଦନ । ୟୁକ୍ରେନ ସେନାରେ ସାମିଲ ହେବା ନେଇ ନିବେଦନ କଲେ ୟୁରୀ ଗାଲୁସ୍କିନ୍ । ଅଧିକ ପଢନ୍ତୁ
Russia Ukraine War: ସେନାରେ ସାମିଲ ହେବାକୁ ପୁଣି ୟୁକ୍ରେନ ସେନାର ନିବଦେନ
ଅନ୍ୟପଟେ ପୁଣି ଆଜି ଏଥିରେ ସାମିଲ ହେବା ଲାଗି କୌଣସି ବୟସସୀମା ନାହିଁ ବୋଲି ୟୁକ୍ରେନ ସେନା ଟ୍ବିଟ କରି କହିଛି । ତେବେ ଋଷର ଆକ୍ରମଣ ବଢୁ ଥିବାରୁ ଏହାକୁ ପ୍ରତିହିତ କରିବା ଲାଗି ସବୁ ପ୍ରକାରର ଚେଷ୍ଟା ଜାରି ରଖିଛି ୟୁକ୍ରେନ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ