ମାଦ୍ରିଦ: ୟୁରୋପୀୟ ଦେଶ ସ୍ପେନରେ ମହାମାରୀ କୋରୋନା ପ୍ରତିଦିନ ଶହଶହ ମୁଣ୍ଡ ନେବାରେ ଲାଗିଛି। ଏଠିକାର ସ୍ଥିତି ଚୀନ ଠାରୁ ବି ଜଟିଳ ହୋଇପଡିଛି। ଗତ 24 ଘଣ୍ଟାରେ ସ୍ପେନରେ ସବୁଠାରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ।
ସ୍ପେନରେ କୋରୋନା ସ୍ଥିତି ଅଣାୟତ, ଗୋଟିଏ ଦିନରେ ଗଲା 8ଶହ ମୁଣ୍ଡ - coronavirus
ସ୍ପେନରେ ସ୍ଥିତି ଉଦବେଗଜନକ । ପ୍ରତିଦିନ ଯାଉଛି ଶହଶହ ଜୀବନ । ଗୋଟିଏ ଦିନରେ 8ଶହ ମୁଣ୍ଡ ନେଲା କୋରୋନା । ଅଧିକ ପଢନ୍ତୁ...
![ସ୍ପେନରେ କୋରୋନା ସ୍ଥିତି ଅଣାୟତ, ଗୋଟିଏ ଦିନରେ ଗଲା 8ଶହ ମୁଣ୍ଡ more than 8oo dies in aday in spain](https://etvbharatimages.akamaized.net/etvbharat/prod-images/768-512-6574018-thumbnail-3x2-corona.jpg)
ପ୍ରତିକାତ୍ମକ ଫଟୋ
ପ୍ରଥମେ ଚୀନରୁ ଉତ୍ପତ୍ତି ହୋଇଥିଲା । ଏହାପରେ ଧିରେ ଧିରେ ଅନ୍ୟଦେଶକୁ ବ୍ୟାପିବାରେ ଲାଗିଛି । ବର୍ତ୍ତମାନ ଚୀନ ଠାରୁ ସ୍ପେନର ସ୍ଥିତି ଉଦବେଗଜନକ । ଏଠାରେ ପ୍ରତି ଘଣ୍ଟାରେ ଯାଉଛି ନିରିହ ଜୀବନ। ତେବେ 24 ଘଣ୍ଟାରେ ଅର୍ଥାତ ଗୋଟିଏ ଦିନରେ 800ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।